Browsing Tag

gas

ସେପ୍ଟେମ୍ବରରୁ ଦେଶରେ ଲାଗୁ ହେବ ନୂଆ ନିୟମ, ନମାନିଲେ ଅସୁବିଧାରେ ପଡିବେ

ବଦଳୁଛି ନିୟମ । ଆଜି ଅଗଷ୍ଟ ମାସ ଶେଷ ହେଉଥିବାବେଳେ ଆସନ୍ତା କାଲି ଠୁ ଲାଗୁ ହେବ ନୂଆ ନିୟମ । ବ୍ୟବସ୍ଥାରେ ପରିବର୍ତ୍ତନ ହେବା ସହ ସାଧାରଣଙ୍କ ଲୋକଙ୍କ ପକେଟ ଉପରେ ବଡ ପ୍ରଭାବ ପଡିବ । ସେପ୍ଟେମ୍ବର ମାସ ଆରମ୍ଭରେ ଅନେକ ନିୟମ ବଦଳିଯିବ । ସବୁଥର ଭଳି ଆସନ୍ତା ମାସରେ ମଧ୍ୟ କିଛିଟା…

୨୦୨୪ରେ ନୂଆ ଘରମାନଙ୍କୁ ମିଳିବନି ଗ୍ୟାସ କନେକ୍ସନ, ଜାଣନ୍ତୁ କେଉଁ କାରଣ ପାଇଁ ସରକାର ନେଲେ ଏପରି ନିଷ୍ପତ୍ତି

୨୦୨୪ରୁ ବନ୍ଦ ହୋଇଯିବ ଗ୍ୟାସ କନେକ୍ସନ । ଗ୍ୟାସ କନେକ୍ସନ ବନ୍ଦ ହେବା କଥାକୁ ନେଇ ଚିନ୍ତାରେ ଗ୍ରାହକ । ଏଭଳି ନିଷ୍ପତି କେଉଁଠାରେ ନିଆଯାଇଛି ଏଭଳି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଉଠୁଥିବ । ତେବେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟ ସରକାର ୨୦୨୪ରୁ ନୂଆ ଘରମାନଙ୍କରେ ଗ୍ୟାସ ସଂଯୋଗ ବନ୍ଦ…

ସିଲିଣ୍ଡରରେ କେତେ ଗ୍ୟାସ ଅଛି , କିପରି ଚେକ କରିବେ?

ଆଜିର ଦିନରେ ପ୍ରାୟ ସମସ୍ତ ଘରେ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରାଯାଉଛି। କୌଣସି ଘର ଗ୍ୟାସ ଚୁଲା ବିନା କାମ କରାଯାଇ ପାରିବ ନାହିଁ। ଗ୍ୟାସ ସିଲିଣ୍ଡର ଥରେ ଭରିବା ପରେ ଏହା ଅନେକ ଦିନ ଧରି ଚାଲି ଥାଏ। ଗ୍ୟାସ ଟାଙ୍କି କେବେ ଶେଷ ହେବ ସେ ବିଷୟରେ ଅଧିକାଂଶ ଲୋକ ଜାଣି ପରି ନଥାନ୍ତି ।…

ହୋଲି ପୂର୍ବରୁ ଆସିଲା ଖୁସି ଖବର, ମହଙ୍ଗା ଭିତରେ ଶସ୍ତାର କିଣନ୍ତୁ ଗ୍ୟାସ୍‌

ହୋଲି ପୂର୍ବରୁ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ବଡ ଖୁସିଖବର । ମାର୍ଚ୍ଚ ମାସରେ ମଧ୍ୟ ସରକାରୀ ତୈଳ କମ୍ପାନୀ ଗୁଡିକ ସିଲିଣ୍ଡର ଦାମରେ ବୃଦ୍ଧି କରିଛନ୍ତି, କିନ୍ତୁ ଏହି ଦାମ୍‌ ବୃଦ୍ଧି ଭିତରେ ଆପଣଙ୍କ ପାଖରେ ଶସ୍ତା ଗ୍ୟାସ ସିଲିଣ୍ଡର କିଣିବାର ମଉକା ବି ରହିଛି । ଦେଶର ରାଜଧାନୀରେ ଘରୋଇ…

ଋଷ ଅର୍ଥବ୍ୟବସ୍ଥାକୁ ପୁଣି ଝଟକା! ଋଷରୁ ତେଲ ଓ ଗ୍ୟାସ ଆମଦାନୀ କରିବନି ଆମେରିକା

ନୂଆଦିଲ୍ଲୀ :  ଯୁଦ୍ଧ ସଙ୍କଟ ମଧ୍ୟରେ ଋଷ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଆମେରିକା ରୁଷରୁ ତୈଳ ଏବଂ ଗ୍ୟାସ ପଦାର୍ଥ ଆମଦାନୀ ଉପରେ ପ୍ରତିବନ୍ଧକ ଘୋଷଣା କରିଛି । ରାଷ୍ଟ୍ରପତି ଜୋ ବାଇଡେନ ଆଜି କହିଛନ୍ତି ଯେ ରୁଷରୁ ସମସ୍ତ ପ୍ରକାର ତୈଳ ଗ୍ୟାସ ଏବଂ ପେଟ୍ରୋଲ ଆମଦାନୀ ଉପରେ…

ପୁଣି ସାଧାରଣ ଜନତାଙ୍କ ରୋଷେଇ ଘର ଉପରେ ପଡିଲା ପ୍ରଭାବ, ବଢ଼ିଲା ସବସିଡି ଗ୍ୟାସର ମୂଲ୍ୟ

ନୂଆଦିଲ୍ଲୀ : ସାରାଦେଶରେ ପୁଣି ଥରେ ଖାଇବା ଗ୍ୟାସ ସିଲିଣ୍ଡରର ମୂଲ୍‌୍ୟ ବଢ଼ିଛି । ଗତରାତି ୧୨ଟା ପରଠାରୁ ଏଲପିଜି ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ ଘଟିଛି। କହିବାକୁ ଗଲେ ପୁଣି ଥରେ ସାଧାରଣ ଜନତାଙ୍କ ରୋଷେଇ ଘର ଉପରେ ପ୍ରଭାବ ପଡିଛି। ୧ ଜୁନରୁ ଅର୍ଥାତ୍‌ ଆଜିଠାରୁ ଗ୍ୟାସର ମୂଲ୍ୟ ପୂର୍ବ…

ଆଜି ରାତି ୧୨ଟାରୁ ହେବ ଏହି ୫ ପରିବର୍ତ୍ତନ, ନମାନିଲେ ସହିବାକୁ ପଡିବ ଅନେକ କ୍ଷତି

୧ ମଇ ୨୦୧୯ ମସିହାରୁ ଦେଶରେ କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନନ୍ଦିନ ଜୀବନରେ ପଡିବ ବୋଲି କୁହାଯାଉଛି। ସେଥି ମଧ୍ୟରୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଝଈଓ) ନିଜ ସେଭିଂ ଆକାଉଣ୍ଟ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ…

ଘଟଗାଁରେ ଗ୍ୟାସ୍ ଚୁଲା ମରାମତିବେଳେ ଅଗ୍ନିକାଣ୍ଡ, ୩ ଗୁରୁତର

ଘଟଗାଁ (କେନ୍ୟୁଜ୍) : ମରାମତି ବେଳେ ଗ୍ୟାସ ଚୁଲାରୁ ଲାଗିଲା ନିଆଁ। ଘଟଗାଁ ଢେଙ୍କିକୋଟରେ ଏକ ଘରୋଇ ମେସର ଗ୍ୟାସ୍ ଚୁଲାରୁ ନିଆଁ ଲାଗି ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଜଣେ ଯୁବକ ମେସକୁ ଆସି ଗ୍ୟାସ ଚୁଲା ମରାମତି କରୁଥିଲେ। ଏହି ସମୟରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ପାଖ…

ସହରୀ ଗ୍ୟାସ ବିତରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ସହରୀ ଗ୍ୟାସ ବିତରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଦେଶର ମୋଟ ୬୩ଟି ଭୌଗୋଳିକ ଏରିଆରେ ଏହା କାର୍ଯ୍ୟ କରିବ । ସେଭିତରୁ ରାଜ୍ୟର୧୭ଟି ଜିଲ୍ଲାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଥିପାଇଁ ବିପିସିଏଲ ୧୨ ଶହ ୫୨ କୋଟି ଟଙ୍କା ବିନିଯୋଗ କରିବ ।…

ମୋଦିଙ୍କ ନୂଆ ନୀତି, ମାତ୍ର ୨୦ଟଙ୍କାରେ ମିଳିବ ନୂଆ ଗ୍ଯାସ କନେକସନ୍ ଏବଂ ୨ଟଙ୍କାରେ ରିଫିଲିଂ , ଜାଣନ୍ତୁ କିପରି…

ନୂଆଦିଲ୍ଲୀ : ମୋଦି ସରକାର ଭାରତର ଗ୍ରାମାଞ୍ଚଳବାସୀଙ୍କୁ ଭେଟି ଦେଇଛନ୍ତି ଦିପାବଳୀ ଉପହାର। ରୋଷେଇ ଗ୍ଯାସ ଏବଂ ଏହାର ବିତରଣକୁ ନେଇ ଏହାର ବ୍ଯବସ୍ଥାକୁ ଆହୁରି ସହଜ ଏବଂ ସରଳ କରାଯାଇଛି। ସରକାରୀ ତୈଳ କମ୍ପାନି ଏକ ବଡ଼ ପଦକ୍ଷେପ ଉଠାଇ କମନ ସର୍ଭିସ ସେଂଟର (ସିଏସଏସ)କୁ ସିଲିଣ୍ଡର ବୁକିଂ ଏବଂ…

ଗ୍ୟାସ୍‌ରୁ ନିଆଁ : ସ୍ୱାମୀ-ସ୍ତ୍ରୀ ଗୁରୁତର

କଟକ : କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରୁନୁବାଳ ନାୟକ ଓ ତାଙ୍କ ସ୍ୱାମୀ ଲମ୍ବୋଦର ନାୟକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଗ୍ୟାସ୍‌ ଚାଲୁ କରିବା ବେଳକୁ ହଠାତ୍‌ ନିଆଁ ଲାଗି ଯାଇଥିଲା…