ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ : ଆଜି ପୁଣି କମିଛି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର। ଗତ କିଛି ଦିନ ମଧ୍ୟରେ ଲଗାତର ବୃଦ୍ଧି କାରଣରୁ ପେଟ୍ରୋଲ ଦାମରେ ଗୁରୁବାରରେ ହୋଇଥିବା ଦର ବୃଦ୍ଧି ପରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ। ସେହିଭଳି ଡିଜେଲ ବିଷୟରେ କହିବାକୁ ଗଲେ ଏହାର ଦାମ ଉପରେ ଗତ ଏକ ସପ୍ତାହ ମଧ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୩.୩୪ ଟଙ୍କା ରହିଥିବାବେଳେ ଡିଜେଲର ଦର ରହିଛି ୬୫.୨୪ ଟଙ୍କା ପ୍ରତି ଲିଟର ପିଛା ମିଳୁଛି। ଇନ୍ଦୋର ବିଷୟରେ କହିବାକୁ ଗଲେ ପେଟ୍ରୋଲ ରହିଛି ୭୮.୬୩ ପ୍ରତି ଲିଟର। ସେହିଭଳି ଡିଜେଲର ଦାମ ରହିଛି ୬୯.୭୧ ଟଙ୍କା ଲିଟର ରହିଛି। ଏହି ଭଳି ଭାବରେ ରାୟପୁରରେ ପେଟ୍ରୋଲ ୭୧.୮୩ ଟଙ୍କା ପ୍ରତି ଲିଟର ରହିଛି ଏବଂ ଡିଜେଲର ଦାମ ରହିଛି ୬୯.୫୮ ଟଙ୍କା ପ୍ରତି ଲିଟର।

ଏହା ସହ ପଢନ୍ତୁ : ଖୁସି ଖବର ! ଆଜି ଏତିକି ଟଙ୍କା ରହିଛି ସୁନା ଦର, ଶୀଘ୍ର ଜାଣନ୍ତୁ ନୂଆ ଦାମ୍‌

ମୁମ୍ବାଇରେ ପେଟ୍ରୋଲ ପ୍ରତି ଲିଟର ପିଛା ୭୮.୯୬ ଟଙ୍କା ରହିଥିବାବେଳେ ଡିଜେଲ ପ୍ରତି ଲିଟର ରହିଛି ୬୯.୪୩ ଟଙ୍କା। ଚେନ୍ନାଇରେ ପେଟ୍ରୋଲ ପିଛା ରହିଛି ୭୬.୧୮ ଟଙ୍କା ଲିଟର ରହିଥିବାବେଳେ ଡିଜେଲ ରହିଛି ୬୯.୯୬ ପ୍ରତି ଲିଟର ରହିଛି। ସେହିଭଳି କୋଲକାତାରେ ପେଟ୍ରୋଲ ଦର ରହିଛି ୭୫.୭୭ ଲିଟର ରହିଥିବାବେଳେ ଡିଜେଲ ଦର ରହିଛି ୬୮.୨୮ ଟଙ୍କା ପ୍ରତି ଲିଟରରେ ବିକ୍ରି କରିବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.