IOCL ରେ ଖାଲିପଡିଛି ଅନେକ ପଦବୀ, ଜଲଦି କରନ୍ତୁ ଆବେଦନ

କରୋନା ଭାଇରସ କାରଣରୁ କେତେକ ଲୋକଙ୍କ ଚାକିରି ଉପରେ ବେଶ୍‌ ପ୍ରଭାବ ପକାଇଛି। ଏହା ସହିତ ଅନେକ ସଂସ୍ଥାରେ ନିଯୁକ୍ତି ପ୍ରକ୍ରିୟା ଏକପ୍ରକାର ଠପ୍‌ ହୋଇଯାଇଛି। ଲକଡାଉନ ପରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପରିସ୍ଥଳେ IOCL ଅନେକ ପଦବୀ ଖାଲି ପଡିଛି। ଏଠାରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଅଧିକାରକ େଓ୍ଵବସାଇଟକୁ ଯାଇ ଅଧିସୂଚନା ପଢି ଆବେଦନ କରନ୍ତୁ।

ପଦବୀ ବିବରଣୀ: ୫୭

ଜୁନିଅର ଆସିଷ୍ଟାଣ୍ଟ(୪୯), ଜୁନିଅର ଟେକନିକାଲ ଆସିଷ୍ଟାଣ୍ଟ, ଜୁନିଅର କ୍ୱାଲିଟି କଣ୍ଟ୍ରୋଲ ଏନାଲିସିଷ୍ଟି ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି।

IOCL

ଗୁରୁତ୍ୱପୂର୍ଣ୍ଣ ତାରିଖ : ଏଦି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୭ ସନ୍ଧ୍ୟା ୫ଟା ଯାଏଁ ରହିଛି। ଆବେଦନ କରିବାର ହାର୍ଡ କପି ଜମା କରିବାର ଶେଷ ତାରିଖ ୨୮ ନଭେମ୍ବର ରହିଛି।

ଚୟନ ପ୍ରକ୍ରିୟା: ଏହି ପଦବୀରେ ଭର୍ତ୍ତି ପାଇଁ ପରୀକ୍ଷା ୨୯ ନଭେମ୍ବରରେ ହେବାକୁ ଥିବା ବେଳେ ପରୀକ୍ଷାର ଫଳାଫଳ ୧୮ ଡିସେମ୍ବରକୁ ଜାରି କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://www.iocrefrecruit.in/iocrefrecruit/advert_pdf/82.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.