Nissan ର ଏହି କାରରେ ମିଳୁଛି ଶାନଦାର ଡିସକାଉଣ୍ଟ, ସଂଚୟ କରନ୍ତୁ ୭୫ ହଜାର ଟଙ୍କା

ସେପ୍ଟେମ୍ବର ମାସରେ Nissan ଇଣ୍ଡିଆ SUV କିକ୍ସ ଗାଡିରେ ବମ୍ପର ରିହାତି ମିଳୁଛି। Nissan Kicksରେ ଏବେ ୭୫ ହଜାର ଟଙ୍କାର ବେନିଫିଟ୍‌ ମିଳୁଛି। ଏହି ଅଫର ଗ୍ରାହକଙ୍କୁ ନିସାନର ସବୁ ଭାରିଅଣ୍ଟରେ ଉପଲବ୍ଧ ହେଉଛି। ଯଦି ଆପଣ କାର କିଣିବାକୁ ଚାହୁଛନ୍ତି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

୭୫ ହଜାର ବେନିଫିଟ୍‌ରେ ଗ୍ରାହକଙ୍କୁ ନିସାନ କିକ୍ସ କିଣିବାରେ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବେନିଫିଟ୍‌ ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୟାଲିଟି ବେନିଫିଟ ମିଳିବ। ଏହାଛଡା ୧୦ ହଜାର ଟଙ୍କା କର୍ପୋରେଟ ଡିସକାଉଣ୍ଟ ମିଳିବ। ୧୫ ସେପ୍ଟେମ୍ବର ପୂର୍ବରୁ ନୂଆ ଗାଡି ବୁକିଂରେ ୧୫ ହଜାର ଟଙ୍କାର ଅତିରିକ୍ତ ଫାଇଦା ମଧ୍ୟ ମିଳିବ।

car

Nissan Kicksର ଦିଲ୍ଲୀ ଏକ୍ସ ଶୋରୁମ ପେଟ୍ରୋଲ ଭାରିଅଣ୍ଟ ମୂଲ୍ୟ ୯.୫୦ ଏବଂ ୧୦ ଳକ୍ଷ ଟଙ୍କା ରହିଥିବା ବେଳେ ୧.୩ ଟର୍ବୋ ପେଟ୍ରୋଲ ଭାରିଅଣ୍ଟର ମୂଲ୍ୟ ୧୧.୮୫ ଏ୧ଂ ୧୪.୧୫ ଲକ୍ଷ ଟଙ୍କା ରହିଛି। ଭାରତୀୟ ବଜାରରେ ଏହି କାରର ମୁକାବିଲା ରିନୋ ଡଷ୍ଟର, କିଆ ସେଲଟୋସ୍‌, ହ୍ୟୁଣ୍ଡାଇ କ୍ରେଟା ଏବଂ ମାରୁତି ସୁଜୁତି ଏସ କ୍ରସ ଉପରେ ମିଳୁଛି।

Nissan Kicksର ଫୁଏଲ ଟ୍ୟାଙ୍କର କାପାସିଟି ୫୦ ଲିଟର ରହିଛି। ଏହି ଏସୟୁବି ୧୬ କିମି ପ୍ରତି ଲିଟର ମାଇଲେଜ ଦେଉଛି। Nissan ର ୮ଟି ଭାରିଅଣ୍ଟରେ ଏହ ବେନିଫିଟ ମିଳୁଛି। ଯଦି ଆପଣ ଚଳିତ ମାସରେ ନିସା କିକ୍ସ କିଣିବାକୁ ଚାହୁଁଚନ୍ତି ତେବେ, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.