Below header

ପାରାଦୀପ ପୋର୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଯଦି ଆପଣ ପାରାଦୀପ ପୋର୍ଟ ଟ୍ରଷ୍ଟରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଇଁ ଏହା ବହୁତ ଖୁସି ଖବର। ପାରାଦୀପ ପୋର୍ଟର ଅଧିକାରୀ ଏହି ପଦ ପାଇଁ ଆବେଦନ ପତ୍ର କରିବାକୁ ନୋଟିଫିକେସନ ଜାରି କରିଛନ୍ତି। ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ପଦରେ ଆବେଦନ କରିବା ପାଇଁ ଆଜି ଅନ୍ତିମ ତାରିଖ ଅଛି। ଅର୍ଥାତ ଆଜି ହିଁ ଶେଷ ତାରିଖ।

ଚାକିରି ସମ୍ବନ୍ଧୀୟ ବିବରଣୀ

ଗୁରୁତ୍ୱପୂର୍ଣ୍ଣ ତାରିଖ – ଆବେଦନର ଶେଷ ତାରିଖ ୨୦ ଜୁଲାଇ ୨୦୨୦

ନାମ ଏବଂ ପଦ ସଂଖ୍ୟା – EDP ସହାୟକ (୫ ପଦ)

ଶିକ୍ଷାଗତ ଯୋଗ୍ୟତା – ଆଶାୟୀ ପ୍ରାର୍ଥୀ କୌଣସି ବି ବିଷୟରେ ସ୍ନାତକ ପାସ୍‌ କରିଥିବା ଦରକାର। ଆଶାୟୀ ପ୍ରାର୍ଥି କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱ ବିଦ୍ୟାଳୟରେ ଡିଓଇରେ ‘ଏ’ ଲେଭେଲରେ ପିଜିଡିସିଏ ପାସ୍‌ କରିଥିବା ଆବଶ୍ୟକ। ଏହାସହିତ ଡାଟା ଏଣ୍ଟ୍ରୀରେ ୯ହଜାର ସ୍ପିଡ ରହିଥିବା ଦରକାର।

ବୟସ ସୀମା – ୩୨ ବର୍ଷ ହେବା ଆବଶ୍ୟକ

ଦରମା – ଚୟନିତ ପ୍ରାର୍ଥୀ ୨୭,୪୦୦ ଟଙ୍କା ଏବଂ ୭୦,୫୦୦ ଟଙ୍କା ଭିତରେ ମିଳିବ।

କେମିତି କରିବେ ଆବେଦନ – ଆଶାୟୀ ପ୍ରାର୍ଥୀ ଆବେଦନ ପତ୍ରର ହାର୍ଡ କପି ଏବଂ ସମସ୍ତ ଦସ୍ତାବିଜକୁ ସଚିବ କାଯ୍ୟର୍ାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି), ଜିଲ୍ଲା-ଜଗସିଂହପୁର, ଓଡିଶା-୭୫୪୧୪୨ରେ ୨୦ ଜୁଲାଇ ୨୦୨୦ ପଯ୍ୟର୍ନ୍ତ ଅର୍ଥାତ ଆଜି ହିଁ ପଠାଇବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.