Below header

PNBରେ ଚାକିରି କରିବାର ଗୋଲଡେନ୍‌ ଚାନ୍ସ , ବିଳମ୍ବ ନ କରି ତୁରନ୍ତ କରନ୍ତୁ ଆବଦେନ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ରେ ଚାକିରି କରିବାକୁ ଚାହୁଁଥିବା ଯୁବଗୋଷ୍ଠିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯେଉଁ ପ୍ରାର୍ଥୀ ବ୍ୟାଙ୍କରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଏହି ଭର୍ତ୍ତି ସ୍ପେଶାଲିଷ୍ଟ ଅଫିସରର ପଦରେ ହେଉଛି। ଆପଣ ଏଥିରେ ଆବେଦନ କରିବାକୁ ହେଲେ ଅନଲାଇନ ମାଧ୍ୟମରେ ୦୬ ଅକ୍ଟୋବର ପଯ୍ୟର୍ନ୍ତ କରିପାରିବେ। ଆସନ୍ତୁ ଜାଣିବା ଏହି ପଦ ପାଇଁ ଆବେଦନ କେମିତି କରିବେ।

ପଦର ନାମ : ସ୍ପେଶାଲିଷ୍ଟ ଅଫିସର

ପଦ ସଂଖ୍ୟା : ୫୩୫

ରେଜିଷ୍ଟ୍ରେସନ କରିବାର ପ୍ରାରମ୍ଭିକ ତିଥି : ୦୮ ସେପ୍ଟେମ୍ବର, ୨୦୨୦

ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ : ୦୬ ଅକ୍ଟୋବର, ୨୦୨୦

ବୟସ ସୀମା : ଆବଦେନ ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ୨୫ ବର୍ଷ ଏବଂ ଅଧିକତମ ବୟସ ୩୫ ଏବଂ ୩୭ ବର୍ଷ ପଦ ଅନୁଯାୟୀ ଅଲଗା ଅଲଗା ନିର୍ଦ୍ଧାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା : ଆଶାୟୀ ପ୍ରାର୍ଥିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବାକୁ ହେଲେ ଆପଣଙ୍କୁ ଏହାର ଅଫିସିଆଲ ସାଇଟରୁ ନୋଟିଫିକେସନ ଡାଉନଲୋଡ କରି ପଢ଼ିବାକୁ ପଡିବ।

ଆବେଦନ ପ୍ରକ୍ରୀୟା : ଆବେଦନକାରୀଙ୍କୁ ଆଇବିପିଏସ ଜରିଆରେ ଆବେଦନ କରିବାକୁ ହେବ। ଧ୍ୟାନ ରଖନ୍ତୁ ଯେପରି ଆବେଦନ ପ୍ରକୀୟା ସମୟରେ କୌଣସି ତୃଟି ନରୁହେ।

ଚୟନ ପ୍ରକ୍ରୀୟା : ଆଶାୟୀ ପ୍ରାର୍ଥିଙ୍କର ଚୟନ ଅନଲାଇନ ଟେଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.