Amazon ରେ ଆରମ୍ଭ ହେଲା Power Bank Days ସେଲ୍‌, ମାତ୍ର ୪୯୯ ଟଙ୍କାରେ କିଣିପାରିବେ ପାଓ୍ଵାର ବ୍ୟାଙ୍କ

ଆମାଜନ୍‌ ରେ ସବୁବେଳେ କିଛି ନା କିଛି ଆୟୋଜନ ହୋଇଥାଏ । ଏନେଇ ଆଜି ମଧ୍ୟ ଇ-କମର୍ସ ପ୍ଲେଟଫର୍ମରେ ପୁଣି ଥରେ ଏକ ସେଲ୍‌ ଆରମ୍ଭ ହୋଇଛି। ଆମାଜନ୍‌ ରେ ପାଓ୍ଵର ବ୍ୟାଙ୍କ ଡେ’ (Power Bank Days) ର ୧୩ ଡିସେମ୍ବରରୁ ଆରମ୍ଭ ହୋଇ ୧୫ ଡିସେମ୍ବର ପର୍ଯ୍ୟନ୍ତ ରହିଛି। ଅର୍ଥାତ ଏହି ସେଲ୍‌ କେବଳ ୩ ଦିନ ପାଇଁ ରଖାଯାଇଥିଲା। ଏହି ସେଲ୍‌ ର ଟ୍ୟାଗ ଲାଇନ୍‌ ‘Never run out of charge’ ରଖାଯାଇଛି। ଏଥିସହ ଏହି ସେଲ୍‌ ଜରିଆରେ ଆପଣ ପାଓ୍ଵାର ବ୍ୟାଙ୍କକୁ କେବଳ ୪୯୯ ଟଙ୍କାରେ କିଣିପାରିବେ।

power bankଏହି ସେଲ୍‌ ରେ ସାଓମି, Ambrance, Urbn, ସିରକା ଭଳି ବ୍ରାଣ୍ଡର ପାଓ୍ଵାର ବ୍ୟାଙ୍କ ଉପଲବ୍ଧ ରହିଛି। ତେବେ ଜାଣନ୍ତୁ ଏହି ବ୍ରାଣ୍ଡର ପାଓ୍ଵାର ବ୍ୟାନର ମୂଲ୍ୟ କେତେ ରହିଛି। Xiaomi ପାଓ୍ଵାର ବ୍ୟାନର ମୂଲ୍ୟ ୭୯୯ ଟଙ୍କା ହୋଇଥିବା ବେଳେ Ambrane ପାଓ୍ଵାର ବ୍ୟାନର ମୂଲ୍ୟ ୫୯୯ ଟଙ୍କା, ସିରକା ପାଓ୍ଵାର ବ୍ୟାନର ମୂଲ୍ୟ ୫୪୯ ଟଙ୍କା ଏବଂ Urbn ପାଓ୍ଵାର ବ୍ୟାନର ମୂଲ୍ୟ ୪୯୯ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.