ନିଲାମରେ ରଖାଯିବ ନୀଳ ହୀରା ମୁଦି, ଦାମ ୧୦୦ କୋଟି

ସ୍ୱିଜରଲ୍ୟାଣ୍ଡର ଜେନେଭାସ୍ଥିତ କ୍ରିଷ୍ଟି ନିଲାମୀ ଘରେ ଏକ ଦୁର୍ଲଭ ନୀଳ ହୀରା ଲାଗ ମୁଦି ଗୁରୁବାରକୁ ନିଲାମ ହେବାକୁ ଯାଉଛି । ଏଥିରେ ଲଗାଯାଉଥିବା ଆୟତାକାର ହୀରା ୭.୦୩ କ୍ୟାରେଟର ଅଟେ ।

दुर्लभ नीला हीरा लगी अंगूठी।

ଆୟୋଜକଙ୍କ କହିବା ଅନୁଯାୟୀ ଏହି ହୀରା ବହୁତ ସୁନ୍ଦର ଅଟେ । ଅତିଶୀଘ୍ର ଏହାର ନିଲାମ କରାଯିବ । ବର୍ତ୍ତମାନ ଏହାକୁ ୧୦ ରୁ ୧୪ ମିଲିୟନ ଡଲାର(ପାଖାପାଖି ୧୦୦ କୋଟି ଟଙ୍କା)ରେ ବିକ୍ରୟ କରାଯିବ ବୋଲି ଆଶା କରାଯାଉଛି ।

Related image

 

ଏହାସହ ପଢନ୍ତୁ ଏହି ହସ୍ପିଟାଲରେ ପ୍ରତିଦିନ ଜନ୍ମ ହୋଇଥାନ୍ତି ଯାଆଁଳା ଏବଂ ତିନୋଟି ଲେଖାଏଁ ପିଲା, ଜାଣନ୍ତୁ କାରଣ

ସୂଚନା ଅନୁଯାୟୀ ପୂର୍ବରୁ ଏହି ଦୁର୍ଲଭ ନୀଳ ହୀରାକୁ ନିଲାମୀରେ ରଖାଯାଇ ସାରିଛି କିନ୍ତୁ ଏହାର ଆନୁମାନିକ ମୂଲ୍ୟ ଏତେ କେବେବି ହୋଇନଥିଲା । ତେବେ ବର୍ତ୍ତମାନ ଯଦି ଏହା ୧୦୦ କୋଟିରେ ବିକ୍ରି ହେବ ତାହେଲେ ଏହା ଏକ ରେକର୍ଡ ହେବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.