ଆପଣଙ୍କ ସୁଧ ହାର ହୋଇପାରେ କମ୍, ଜୁନରେ ଆରବିଆଇ ନେବେ ନିଷ୍ପତି

ଏନଡଏର ପୂର୍ଣ୍ଣ ବହୁମତ ସରକାର ହେବା ପରେ ଆପଣଙ୍କ ସୁଧ ହାର କମ୍ ହୋଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଜୁନ ୬ରେ ଏହି ବିଷୟରେ ଘୋଷଣା କରିପାରନ୍ତି। ଏହି ଦିନରେ କେନ୍ଦ୍ରୀୟ ବ୍ୟାଙ୍କ୍ ନିଜର ଦ୍ବିତୀୟ ଦ୍ବିମାସିକ ମୌଦ୍ରିକ ନିତି ର ଘୋଷଣା କରିବେ।

ପ୍ରଥମ ଥର ରେପୋ ରେଟରେ ୨୫ ଗୁଣାଙ୍କରେ କମ୍ ହେବ ନାହିଁ। ବର୍ତ୍ତମାନ ରେପୋ ରେଟ ୬ ପ୍ରତିଶତ ଅଟେ। ଆରବିଆଇ ଦ୍ବାରା ଏପ୍ରିଲରେ ରେପୋ ରେଟ ହ୍ରାସ ହେବା ପରେ କିଛି ବ୍ୟାଙ୍କ୍ ଏହାର ଲାଭ ଲୋକଙ୍କୁ ଦେଇଥିଲେ। ବର୍ତ୍ତମାନ ମହଙ୍ଗା ଦର ୪ ପ୍ରତିଶତ କମ୍ ରହିଛି। ଇନ୍ଧନ ଦାମ ବ୍ରୁଦ୍ଧି ହେବାର ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.