ବିନା ପରୀକ୍ଷାରେ ପାଆନ୍ତୁ ନିଯୁକ୍ତି, ଟ୍ରେନିଙ୍କୁ ମିଳିବ ୬୦ହଜାର ଦରମା

GAIL ର ଅନେକ ପଦବୀରେ ନିଯୁକ୍ତି ଜାରି। ସୂଚନା ମୁତାବକ ଏଗ୍ଜୀକ୍ୟୁଟିଭ ଟ୍ରେନି ୨୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଆବେଦନ କରିବାର ଶେଷ ତାରିଖ ଆସନ୍ତା କାଲି ଅର୍ଥାତ ୧୨ ମାର୍ଚ୍ଚ ୨୦୨୦ ନିର୍ଧାରିତ କରାଯାଇଛି।

କିପରି କରିବେ ଆବେଦନ:

ଇଛୁକ ଆବେଦନ କାରୀ େଓ୍ଵବସାଇଟ gailonline.com ଜରିଆରେ ୧୨.୦୨.୨୦୨୦ ରୁ ୧୨.୦୩.୨୦୨୦ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ।

job aaplyଚୟନ ପ୍ରକ୍ରିୟା:

ସାକ୍ଷାତକାର ଆଧାରରେ ଚୟନ ହେବ।

ପଦବୀ ନାମ-ପଦ ସଂଖ୍ୟା ଏବଂ ବେତନ

କାର୍ଯ୍ୟକାରୀ ଟ୍ରେନି (ରାସାୟନିକ) – ୧୫ ପଦ (ମାସିକ ଦରମା-୬୦୦୦୦/-)
କାର୍ଯ୍ୟକାରୀ ଟ୍ରେନି (ଇଷ୍ଟୁମେଟେସନ) – ୧୨ ପଦ (ମାସିକ ଦରମା- ୬୦୦୦୦/-)

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ ଇଞ୍ଜିନିୟରିଂରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

gail-ବୟସ ସୀମା:

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୨୮ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଜରୁରୀ ତାରିଖ:

ଅନଲାଇନ ଆବେଦନ ଜମା କରିବାର ପ୍ରାରମ୍ଭିକ ତାରିଖ- ୧୨ ଫେବୃଆରୀ ୨୦୨୦
ଅନଲାଇନ ଆବେଦନ ଜମା କରିବାର ଶେଷ ତାରିଖ- ୧୨ ମାର୍ଚ୍ଚ ୨୦୨୦

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.