ଇଞ୍ଜିନିୟରିଂ ଫ୍ରେସର୍ସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରିଲାଏନ୍ସ ଜିଓରେ ଖାଲିପଡିଛି ଗ୍ରାଜୁଏଟ ଇଂଜିନିୟରିଂ ଟ୍ରେନି ପଦବୀ

ଇଞ୍ଜିନିୟରିଂ କରି ଘରେ ବସିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତର ସବୁଠାରୁ ବଡ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାଜୁଏଟ ଇଂଜିନିୟରିଂ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି।

ଆବେଦନ କରିବାର ତାରିଖ: ୨୭ ଅଗଷ୍ଟରୁ ଆରମ୍ଭ ହୋଇଛି।

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀ ନିଶ୍ଚିତ ଭାବେ B.E/B.Tech ରେ ଡିଗ୍ରୀ ହାସଲ କରିବା ସହିତ ୪ଜି, ୩ଜି ଏବଂ ୨ ଜି ନେଟୱାର୍କ ବିଷୟରେ ଜାଣିଥିବା ଉଚିତ।

ଆବେଦନ କରିବାର ଠିକଣା: GET_Bangalore_2021,Bengaluru Avana Building,Karnataka

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://careers.jio.com/frmjobdescription.aspx?JBTITLE=y8fWOCbjW%2fPI5xvoMQGwhQ%3d%3d&jbID=eu4pazGoFuZ0pw9JI9CxOg%3d%3d&funcCode=ZZTa6Mgn2qI%3d

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.