Below header

ମାତ୍ର ୨ ମିନିଟରେ କରନ୍ତୁ ଖରାପ ମୋବାଇଲ ବ୍ଯାଟେରୀକୁ ଠିକ୍

ଯଦି ଆପଣଙ୍କ କୌଣସି ମୋବାଇଲର ବ୍ଯାଟେରୀ ଖରାପ ହୋଇଯାଇଛି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ବ୍ଯାଟେରୀ ସେତେବେଳେ ଖରାପ ବା ନଷ୍ଟ ହୋଇଥାଏ ଯେତେବେଳେ ସେଥିରେ କରେଣ୍ଟ ଯିବା ବନ୍ଦ ହୋଇଯାଇଥାଏ। ଯାହା ଫଳରେ ମୋବାଇଲ ଚାଲିବା ମଧ୍ୟ ବନ୍ଦ ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ ମାତ୍ର ଦୁଇ ମିନିଟରେ ବିନା କୌଣସି ଖର୍ଚ୍ଚରେ ବ୍ଯାଟେରୀ ଠିକ୍ କରିବାର ଉପାୟ କହିବାକୁ ଯାଉଛୁ।

charger

ବ୍ଯାଟେରୀରେ ଯଦି କରେଣ୍ଟ ଆସୁନାହିଁ ତେବେ ଏହାକୁ ମୋବାଇଲରୁ ବାହାର କରିଦିଅନ୍ତୁ। ଏଥିରେ ଥିବା କପନର ପିନକୁ ଥିନର ବା ପେଟ୍ରୋଲରେ ସଫା କରନ୍ତୁ। ଏହାପରେ ବ୍ଯାଟେରୀକୁ କଙ୍କଡ଼ା ଚାର୍ଜରରେ ୨ମିନିଟ ପର୍ଯ୍ଯନ୍ତ ଚାର୍ଜ କରନ୍ତୁ। ଏହାପରେ ଏହାକୁ ମୋବାଇଲରେ ପକାନ୍ତୁ ଦେଖିବେ ବ୍ଯାଟେରୀ ଏକଦମ ଠିକ ହୋଇଯିବ। ତେବେ  ଏହି ଉପାୟ କେବଳ ନଫୁଲିଥିବା ବା ଭାଙ୍ଗିନଥିବା ବ୍ଯାଟେରୀ ଉପରେ ଅବଲମ୍ବନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.