ସେୟାର ବଜାରରେ ପୁଣି ରେକର୍ଡ଼

ମୁମ୍ବାଇ : ସେୟାର ବଜାରରେ ଏବେ ଭରପୂର ଉତ୍ସାହ । ଜୋରଦାର କାରବାର ଜାରି ରହିଛି । ଆଜି ମଧ୍ୟ ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ଼ ସ୍ତରରେ ପହଞ୍ଚିଛନ୍ତି । ସେନସେକ୍ସ ଆଜି ୩୭,୮୦୫.୨୫ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟି ଛୁଇଁଛି ୧୧,୪୨୭.୬୫ ପଏଣ୍ଟ । ବ୍ୟାଙ୍କ, ମେଟାଲ ଓ ଅଟୋ ଷ୍ଟକ କ୍ଷେତ୍ରରେ ବିଶେଷ ଭାବେ କିଣାବିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.