ଗତ ତିନି ଦିନର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସେନସେକ୍ସ ଓ ନିଫ୍ଟି

ମୁମ୍ବାଇ: ଲଗାତାର ଚତୁର୍ଥ ଦିନରେ ସେୟାର ମାର୍କେଟ୍‌ରେ ବୃଦ୍ଧି । ଗତ ତିନି ଦିନର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେନସେକ୍ସ ଓ ନିଫ୍ଟି । ଚଳିତ ସପ୍ତାହର ଶେଷ କାର୍ଯ୍ୟକାରୀ ଦିନରେ ବୃଦ୍ଧି ଦେଖିବାକୁ ମିଳିଛି । ଆମେରିକା-ଚୀନ୍‌ ମଧ୍ୟରେ ଆର୍ଥିକ କାରବାରରେ ସୁଧାର ଆସୁଥିବାରୁ ଏହା ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.