ଏନଡିଏ ଆଗୁଆ ରହିବାରୁ ସେନସେକ୍ସରେ ସବୁଜ ସଙ୍କେତ : ବଢ଼ିଲା ୭୯୧ ପଏଣ୍ଟ୍

ନୂଆଦିଲ୍ଲୀ : ଦେଶର କିଏ ଗଢ଼ିବ ସରକାର ଏନେଇ ଆଜି ସକାଳୁ ଚାଲିଛି ଭୋଟଗଣତି। ସକାଳ ୯: ୧୫ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ବାରାଣସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧, ୦୦୦ ଭୋଟରେ  ଆଗୁଆ ଅଛନ୍ତି।ଏନେଇ ଶେୟାର ବଜାରରେ ଦେଖିବାକୁ ମିଳିଛି ସବୁଜ ସଙ୍କେତ।

ସକାଳେ ସେନସେକ୍ସ ୭୯୧ ପଏଣ୍ଟ ବଢ଼ିବା ସହ ୩୯,୯୦୧.୫୯ ପଏଣ୍ଟ ରହିଥିବା ବେଳେ ନିଫଟ୍ ରହିଛି ୧୧,୯୬୮.୯୫ ପଏଣ୍ଟ। ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ୭ଟି ଆସନରୁ ବିଜେପି ୩ ଆସନରେ ଆଗୁଆ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.