Below header

ଭୁବନେଶ୍ବର ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଆଗୁଆ, ୯ଟି ସିଟ ଆଗୁଆ ରହିଛି ବିଜେପି

ଓଡିଶା ବିଧାନସଭା ୨୦୧୯ : ବିଜେଡି ୫୯, ବିଜେପି ୦୯, କଂଗ୍ରେସ ୦୨, ଅନ୍ୟାନ୍ୟ ୦୦

ଭୁବନେଶ୍ବର(କେନ୍ଯୁଜ୍) :୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ । ୫୪୨ଟି ଲୋକସଭା ଓ ୪ ରାଜ୍ୟର ବିଧାନସଭା ପାଇଁ ଭୋଟ୍ ଗଣତି । ରାଜ୍ୟର ୬୩ଟି କାଉଣ୍ଟିଂ ସେଣ୍ଟରରେ କାଉଣ୍ଟିଂ ଜାରି ରହିଛି ।

ମର୍ଯ୍ୟଦାଜନକ ଭୁବନେଶ୍ବର ଆସନରେ କଂଗ୍ରେସ-ବାମପନ୍ଥୀ ମେଣ୍ଟ ପ୍ରାର୍ଥୀ ଜନାର୍ଦ୍ଦନ ପତି ଏବଂ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.