ରେଳବାଇରେ ଖାଲିପଡିଛି ଚାକିରି, ଆବେଦନ କରିବାକୁ ମାତ୍ର କିଛି ଦିନ ବାକି

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଯଦି ଆପଣ ଚାକିରି ଖୋଜୁଥାନ୍ତି, ତେବେ ରେଲବାଇ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ରେଲୱେ ହସପିଟାଲ ପେରମ୍ବୁର ଚେନ୍ନାଇରେ କୋଭିଡ ଓ୍ଵାର୍ଡ ମ୍ୟାନେଜମେଣ୍ଟ ପଦବୀ ଆବେଦନ କରିପାରିବେ। ଏହି ନିଯୁକ୍ତି ପାରା ମେଡିକାଲ ଷ୍ଟାଫର ବିଭିନ୍ନ ପଦ ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଏଠାରେ ଖାଲିପଡିଥିବା ପଦବୀରେ ଆବେଦନ କରିବାର ପ୍ରକ୍ରିୟାର ଶେଷ ତାରିଖ ଅକ୍ଟୋବର ୬ ରହିଛି।

ପଦବୀ ବିବରଣୀ

ପାରା ମେଡିକାଲା ଷ୍ଟାଫ(ବିଭିନ୍ନ ପଦବୀ): ୩୨

ମହତ୍ୱପୂର୍ଣ୍ଣ ତାରିଖ : ଆବେଦନପତ୍ର ଜମା କରିବାର ଶେଷ ତାରିଖ ଅକ୍ଟୋବର ୬, ୨୦୨୦ ରହିଛି।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୩ ବର୍ଷ ହୋଇଥିବା ଆବଶ୍ୟକ।

Job

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇର୍ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଲିଙ୍କରେ କ୍ଲିକ କରନ୍ତୁ।

ଆବେଦନପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଇମେଲ [email protected] ରେ କ୍ଲିକ ପରି ୬ ଅକ୍ଟୋବର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଅଫିସିଆଲ େଓ୍ଵବସାଇଟ୍‌ ପାଇଁ   https://sr.indianrailways.gov.in/ କ୍ଲିକ କରନ୍ତୁ।

ନୋଟିଫିକେସନ ପାଇଁ କ୍ଲିକ https://testchampion.jagranjosh.com/free-pdf-page?f  କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.