ଗ୍ରାହକଙ୍କୁ BSNLର ରାକ୍ଷୀ ଉପହାର : ମାତ୍ର ୩୯୯ଟଙ୍କାରେ ମିଳିବ ଅନିଲିମିଟେଡ୍ କଲ୍ ଏବଂ ଡାଟା

ରାକ୍ଷୀ ପୂର୍ଣିମାରେ ବିଏସଏନଏଲର ଦମଦାର ଅଫର୍ । ମାତ୍ର ୩୯୯ରେ ପାଆନ୍ତୁ ଅନିଲିମିଟେଡ୍ କଲ୍, ଡାଟା ଏବଂ ଏସଏମଏସ୍ । ଏହି ପ୍ଲାନର ନାଁ ରହିଛି ଏସଟିଭି-୩୯୯। ଯାହାର ବୈଧତା ରହିଛି ୭୪ ଦିନ ।

ଏହା ସହ ପଢନ୍ତୁ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ? ଏହି ସବୁ ଉପାୟରେ ସୁରକ୍ଷିତ ରହିବ ଆପଣଙ୍କ ଆକାଉଂଟ୍

ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ପ୍ଲାନ ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଉପଲବ୍ଧ ହେବ। ସାଧାରଣତଃ ବିଏସଏନଏଲ ଅଫର ଦିଲ୍ଲୀ ଓ ମୁମ୍ବାଇ ଛଡା ଅନ୍ୟ ରାଜ୍ୟରେ ଲାଗୁ ହୋଇଥାଏ । କାରଣ ଏହି ଦୁଇଟି ମହାନଗରୀରେ ବିଏସଏନଏଲ ବଦଳରେ ଆଉ ଏକ ଟେଲିକମ ସେବା କମ୍ପାନି ଏମଟିଏନଏଲ ସେବା ରହିଛି । କିନ୍ତୁ ଏହି ବିଏସଏନଏଲର ଏହି ଅଫର୍ ଏଥର ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଉପଲବ୍ଧ ହେବ । ଏହା ସହ ଗ୍ରାହକଙ୍କୁ ମାଗଣାରେ କଲ୍ ମି ଟ୍ୟୁନର ସୁବିଧା ମିଳିବ। ଏଠାରେ ୟୁଜରଙ୍କୁ ଅନଲିମିଟେଡ୍ ଗୀତ ପରିବର୍ତ୍ତନ କରିବା ପାଇଁ ଅପସନ୍ ମଧ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.