ଫେଷ୍ଟିଭ ସିଜିନରେ TVS ଲଞ୍ଚ କଲା ଦମଦାର ବାଇକ୍, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ଫେଷ୍ଟିଭ ସିଜିନରେ TVS କମ୍ପାନୀ ନୂଆ Apache RTR 200 4V କୁ ଲଞ୍ଚ କରିଛି। କମ୍ପାନୀ ଏହି ବାଇକରେ ତିନିଟି ରାଇଡିଂ ମୋଡ- ସ୍ପୋଟର୍ସ, ଅର୍ବାନ ଏବଂ ରେନ ମୋଡ ଦେଇଛି। ବିଭିନ୍ନ ରାଇଡିଂ ମୋଡ ଏବଂ ଆଡଜଷ୍ଟବେଲ ସସ୍ପେସନ ଲେସ ବାଇକ୍ ଶୋ ରୁମ୍ ମୂଲ ୧.୩୧ ଲକ୍ଷ ଟଙ୍କା ରହିଛି। ଏହି ବାଇକର ବୁକିଂ ଆଜିଠାରୁ ଆରମ୍ଭ କରିପାରିବେ।

ଏହି ବାଇକ୍ ଫିଚର୍ସ ବିଷୟରେ କହିବା ତ, ଏଥିରେ ଫୁଏଲ ଇଞ୍ଜେକସନ, ସ୍ଲିପର କ୍ଲଚ, ବ୍ଲୁଟୁଥ ଆନବେଲ SmartXonnect ସିଷ୍ଟମ, ଏଲ୍ଇଡି ହେଡଲାମ୍ପ, ରିୟର ରେଡିଏଲ ଟାଏର ଗିଲ୍ଡ ଥ୍ରୀ ଟେକନୋଲୋଜିର ସୁବିଧା ରହିଛି।

apache

ଏହି ବାଇକର ଟାଙ୍କିର ତେଲ ଧାରଣ କ୍ଷମତା ୧୨ ଲିଟର ରହିଛି। କିନ୍ତୁ ୨.୫ ଲିଟରରେ ଗାଡିର ରିଜର୍ଭ ଲାଗିଛି। ଏହାଛଡା ବାଇକର ଇଂଜନ ୫ ସ୍ପିଡ ଗିଅରବକ୍ସ ରହିଛି। ଟିଭିଏସ ମୋଟର କମ୍ପାନୀ ଅଧିକାରୀଙ୍କ ମୁତାବକ, ଏହି ଆପାଚି ସିରିଜ ୨୦୦୫ରେ ପ୍ରଥମ ଥର ପାଇଁ ବଜାରକୁ ଆସିଥିଲା ପରେ କିନ୍ତୁ କିଛି ଟେକ୍ନିକାଲ ଖରାପ ଯୋଗୁଁ ବନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.