BRO ରେ ଖାଲିପଡିଛି ୮୭୬ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ସଡ଼କ ସୀମା ସଂଗଠନ(BRO) ଅଧୀନରେ ଜେନେରାଲ ରିଜର୍ଭ ଇଂଜିନିୟରି ଫୋର୍ସ (GREF) ଅନେକ ପଦବୀ ଖାଲିପଡିଛି। ଏହି ଖାଲିପଡିଥିବା ପଦବୀ ବିଆରଓ ଷ୍ଟୋର କିପର ଟେକ୍ନିକାଲ ଏବଂ ମଲ୍ଟି ସ୍କିଲ୍ଡ ଓ୍ଵାର୍କର ୮୭୬ ପଦବୀ ଖାଲିପଡିଛି। ଏହି ଭର୍ତ୍ତି ନେଇ ୨୭ ମଇର ରୋଜଗାର ସମାଚାର ପତ୍ରରେ ସର୍ଟ ନୋଟିଫିକେସନ ଜାରି କରାଯାଇଥିଲା। ଏହାର ବିସ୍ତତ ନୋଟିଫିକେସନ ବିଆରଓର ଅଫିସିଆଲ େଓ୍ଵବସାଇଟ୍‌ bro.gov.in କୁ ଯାଇ ଦେଖିପାରିବେ। ଏହା ପରେ ଆବେଦନ କରିପାରିବେ।

ପଦବୀ ବିବରଣୀ: ୮୭୬

ଷ୍ଟୋର କିପର ଟେକ୍ନିକାଲ : ୩୭୭

୧୫୭ ଅଣସରଂକ୍ଷିତ ବର୍ଗ, ୫୩ଏସସି, ୨୭ ଏସଟି, ୧୦୩ ଓବିସି, ୩୮EWS ।

ମଲ୍ଟି ସ୍କିଲ୍ଡ ଓ୍ଵାର୍କର : ୪୯୯

୧୬୭ ଅଣସରଂକ୍ଷିତ ବର୍ଗ, ୯୦ଏସସି, ୫୦ ଏସଟି, ୧୧୭ ଓବିସି, ୧୮EWS ।

ଏହା ବିଷୟରେ ଅଧିକ ଜାଣିବା ପାଇଁ ସଡ଼କ ସୀମା ସଂଗଠନର ଅଫିସିଆଲ େଓ୍ଵବସାଇଟ୍‌ bro.gov.in କୁ ଯାଇ ଆବେଦନ କରିପାରିବେ। ଏହା ସହିତ ନୋଟିଫିକେସନ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :

http://www.davp.nic.in/WriteReadData/ADS/eng_10901_9_2223b.pdf