ଦ୍ୱାଦଶ ପାସ ଠାରୁ ଆରମ୍ଭ କରି ଡିଗ୍ରୀ ଧାରକଙ୍କ ପାଇଁ ଚାକିରିର ସୁଯୋଗ, ଜଲଦି କରନ୍ତୁ ଆବେଦନ

ରେଲୱେରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଏହି ଆବେଦନ ପଶ୍ଚିମ ରେଲୱେ ପକ୍ଷରୁ ନିଯୁକ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ଷ୍ଟାଫ ନର୍ସ, ଲ୍ୟାବ ଅଧିକ୍ଷକ, ରେଡିୟଗ୍ରାଫରର ଅନେକ ପଦବୀରେ ନିଯୁକ୍ତି ହେବ। ଯଦି ଆପଣ ବି ଏହି ପଦବୀରେ ନିଯୁକ୍ତି ପାଇଁ ଇଛା ରଖିଛନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ।

ବୟସ ସୀମା

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୮,୧୯ ଏବଂ ୨୦ବର୍ଷ ଏବଂ ଅଧିକତମ ବୟସ ସୀମା ୩୩ ଓ ୪୪ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ ହୋଇଥିବା ଅନିବାର୍ଯ୍ୟ।

job

ପଦବୀ ନାମ ଏବଂ ପଦ ସଂଖ୍ୟା

ଷ୍ଟାଫ ନର୍ସ- ୦୯

ଲ୍ୟାବ ଅଧିକ୍ଷକ- ୦୨

ରେଡିୟଗ୍ରାଫର- ୦୨

ମହତ୍ୱପୂର୍ଣ୍ଣ ତାରିଖ

ଆବେଦନ ଜମା କରିବାର ପ୍ରାରମ୍ଭିକ ତାରିଖ : ୨୮ ଏପ୍ରିଲ ୨୦୨୦

ଆବେଦନ ଜମା କରିବାର ଶେଷ ତାରିଖ : ୦୫ ମେ ୨୦୨୦

ଆବେଦନ ପ୍ରକ୍ରିୟା

ଜାରି କରାଯାଇଥିବା ସମୟ ପୂର୍ବରୁ ଆବେଦନ ପ୍ରକ୍ରିୟା ଶେଷ କରନ୍ତୁ। ଆବେଦନ କରିବା ପୂର୍ବରୁ ପ୍ରଥମେ ଜାରି କରାଯାଇଥିବା ସୂଚନା ଉପରେ ଭଲବାବେ ଧ୍ୟାନ ଦିଅନ୍ତୁ। ଏହାପରେ ସମସ୍ତ ସୂଚନା ସମ୍ପର୍କରେ ଜାଣିବା ପରେ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.