ୟାମାହା ଖୁବ୍‌ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଏକ ନୂଆ ମୋଟର ସାଇକେଲ

ୟାମାହା ଖୁବ୍‌ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଏକ ନୂଆ ମୋଟର ସାଇକେଲ କିମ୍ବା ତା’ର ପ୍ରଚଳିତ ମୋଟର ସାଇକେଲକୁ ଏକ ନୂଆ ରୁପରେ ଲଞ୍ଚ କରିପାରେ ଆସନ୍ତା ସପ୍ତାହରେ । ଜାପାନର ମରକ୍ୟୁ କମ୍ପାନୀ ମଧ୍ୟ କିଛି ନୂଆ ଏବର୍ଷ ଲଞ୍ଚ କରିବାକୁ ଯାଉଛି, ଏହା ମଧ୍ୟରେ YZF-R7 ଭଳି ବଡ ବାଇକ ରହିଛି ।

ଛୋଟ କାଟେଗୋରୀ ମୋଟର ସାଇକେଲ ମଧ୍ୟରେ ୟାମାହା FZ-X 25 ବାଇକ୍‌ ରହିଛି । ଏହା ବିଶେଷ କରି FZ-25 କୁ ଆଧାର କରି କରାଯାଇଛି । ଏହା ୨୦୨୩ ପାଇଁ FZ-X ର ଅପଡେଟ ଭର୍ସନ ହୋଇପାରେ । ଯଦିଓ ଇଂଜିନ ଓ ଅଧିକାଂଶ ଡିଜାଇନ ସମାନ ହୋଇପାରେ,ତେବେ ଏହା ନ୍ୟୁ ରେଟ୍ରୋ ବାଇକ୍‌ ଉଭୟ ABS ଚ୍ୟାନେଲ ଯୁକ୍ତ । ଏହା ନୂଆ ରଂଗରେ ମଧ୍ୟ ଆସିପାରେ ।

ନୂତନ ଜେନ୍‌ FZ-X 149cc ଏୟାର କୁଲ୍ଡ ଇଂଜିନ ନିର୍ମିତ ହୋଇ ଆସିବ । ଏଥିରେ 12.4PS and 13.3Nm, ଯୁଗ୍ମ ୫ ସ୍ପିଡି ଗିଅର ବକ୍ସ ଦିଆଯାଇଛି । ଚାଇନାର ୟାମାହା ବାଇକ୍‌ ର ଠିକ ଅଲଟରନେଟିଭ ମଡେଲ ହେଉଛି ଭାରତର FZ-X ୟାମାହା । ଏହାର ମୂଲ୍ୟ ରଖାଯାଇଛି ୧,୩୪,୪୦୦(ଦିଲ୍ଲୀ ଏକ୍ସ ଶୋ ରୁମ ମୂଲ୍ୟ) ଟ ଙ୍କା ।