Below header

ସୋସିଆଲ ମିଡ଼ିଆରେ ନିଜ ଫୋଟୋ, ଭିଡିଓ ଓ ଷ୍ଟାଟସ ସେୟାର କରି ଆପଣ ବି କମେଇ ପାରିବେ ଲକ୍ଷ ଲକ୍ଷ ଟଙ୍କା

ଦିନ କୁ ଦିନ ସୋସିଆଲ ମିଡ଼ିଆ ଆପ୍ସ ଗୁଡିକ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ସହ ଦେଖାଯାଉଛି କି ପ୍ରାୟ ସମସ୍ତ ଗଣମାଧ୍ୟମ ମଧ୍ୟ ପ୍ରାୟ ସମୟରେ ଏହି ଆପ୍ସ ଗୁଡିକ ବିଷୟରେ ମଧ୍ୟ କହିଥାନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଆପ୍ସ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ଆପଣ ନିଜ ଫୋଟୋ, ଭିଡିଓ ଓ ଷ୍ଟାଟସ ଗୁଡିକୁ ସେୟାର କରିପାରିବେ । ଖାଲି ସେୟାର କରିବେ ନାହିଁ ଏଥିରୁ ଆପଣ ଟଙ୍କା ମଧ୍ୟ ରୋଜଗାର କରିପାରିବେ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା, କିନ୍ତୁ ଏହା ସତ୍ୟ । ଏଥିରେ ଯାହା ବି ପୋଷ୍ଟ କରିବେ ଏଥିପାଇଁ ଆପଣଙ୍କୁ ଟଙ୍କା ମଧ୍ୟ ମିଳିବ । ଏହି ଆପ୍ସ ଫେସବୁକ ଓ ଇନ୍ଷ୍ଟଗ୍ରାମ ପରି ହିଁ ହୋଇଥାଏ । ଏହା ଦ୍ୱାରା ଆପଣ ତାଜା ଖବର ମଧ୍ୟ ପଢିପାରିବେ ଓ ନିଜ ସାଙ୍ଗ ସାଥିଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡ଼ିଓ ଗୁଡିକୁ ଦେଖିପାରିବେ । ଏହାବାଦ ନ୍ୟୁଜ ଚାନେଲ ଆଉ ପୋର୍ଟାଲ ମଧ୍ୟ ମହଜୂତ ଅଛି ଯାହା ଆପଣଙ୍କୁ ଲଗାତାର ଅପଡେଟ କରିବ ।

କେମିତି କରିବେ ଡାଉନ ଲୋଡ଼:

ଏହି ଆପକୁ ଆପଣ https://d.hello-app.com/RS7CwX/ ମାଧ୍ୟମରେ କରନ୍ତୁ । କରିବା ପରେ ଆପଣଙ୍କୁ ପେଟିଏମରେ କ୍ୟାସ ମିଳି ପାରିବ । ଉପରେ ଦିଆଯାଇଥିବା ଲିଙ୍କକୁ କପି କରି ନିଜ ଫୋନର ୱେବ ବ୍ରାଉଜରରେ ଖୋଲନ୍ତୁ । ଏମିତିକି ଆପଣଙ୍କ ସାଙ୍ଗମାନେ ବି ଯଦି ଏହି ଆପକୁ ଡାଉନ ଲୋଡ଼ କରନ୍ତି ତେବେ ମଧ୍ୟ ଆପଣଙ୍କୁ ଟଙ୍କା ମିଳିବ । ଆପଣଙ୍କ ସାଙ୍ଗ ସାଥି ମାନେ ଯଦି ଆପଣଙ୍କ ଈଂଭିଟେସନ ରକ୍ଷା କରି ଡାଉନ ଲୋଡ଼ କରନ୍ତି ତେବେ ଆପଣଙ୍କୁ ଜଣଙ୍କ ପିଛା ୫୬ ଟଙ୍କା ମିଳିବ | ଆପଣଙ୍କ ଯେତେ ଅଧିକ ଫୋଲୋର୍ସ ହେବେ ଆପଣ ସେତେ ଅଧିକ ଟଙ୍କା ରୋଜଗାର କରିପାରିବେ ।

ଏହା ସହ ପଢନ୍ତୁ: ଆପଣଙ୍କ କମ୍ପ୍ୟୁଟରର ସ୍ପୀଡ଼ କମ ହେଇ ଯାଉଛିକି ତେବେ ନିହାତି ଆପଣାନ୍ତୁ ଏହି ଟିପ୍ସ

ଟଙ୍କା ଆପଣଙ୍କ ପେଟିଏମ ବା ବ୍ୟାଙ୍କ ଆକାଉଣ୍ଟକୁ ହିଁ ଆସିବ । ଆହୁରି ଏକ ବିଶେଷ କଥା ହେଉଛି ଏଠି ରୋଜଗାରର କିଛି ଲିମିଟ ନାହିଁ ।
କେତେ ବିଶ୍ୱାସଯୋଗ୍ୟ ଏହି ଆପ । ଯେଉଁ ମାନେ ବ୍ୟବହାର କରିଛନ୍ତି ସେମାନଙ୍କ ମତରେ ଏହାକୁ ବ୍ୟବହାର କରିବା ଖୁବ ସହଜ । ଏହାକୁ ଶେଷ ଥର ପାଇଁ ୨୦୧୯ ମସିହା ଡିସେମ୍ବର ମାସ ୬ ତାରିଖରେ ଅପଡେଟ କରାଯାଇଥିଲା । ସୂଚନା ମୁତାବକ ଏହାକୁ ଗତ ବର୍ଷ ଅର୍ଥାତ ୨୦୧୮ ମସିହା ଜୁନ ମାସ ୩ ତାରିଖରେ ଲଞ୍ଚ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.