Below header
Browsing Category

ରାଜ୍ୟ

ମୋବାଇଲ ଚୋରକୁ ଧରି ବାନ୍ଧିଲେ ଗାଁଲୋକେ

ଖୋର୍ଦ୍ଧା: ମୋବାଇଲ ଚୋରକୁ ବାନ୍ଧିଲେ ଲୋକେ। ଖୋର୍ଦ୍ଧା ସଦର ଥାନା ଆଡଖଣ୍ଡିଆରେ ଜଣଙ୍କ ଘରେ ପଶି ମୋବାଇଲ ଚୋରି କରିବା ବେଳେ ଧରିଲେ ଗାଁଲୋକେ। ପରେ ତାକୁ ବାନ୍ଧି ଦେଇଥିଲେ। ଗତ ଦୁଇ ଦିନ ତଳେ ଗାଁ ମନ୍ଦିରରୁ ଚୋରି ଘଟଣାରେ ଏହି ଯୁବକର ହାତ ଥିବା ଗାଁଲୋକେ ସନ୍ଦେହ କରୁଥିଲେ। ଘଟଣାସ୍ଥଳରେ…

ମାଲକାନଗିରିରେ କଂଗ୍ରେସ କର୍ମୀଙ୍କ ଧାରଣା

ମାଲକାନଗିରି: ଦାବି ପୂରଣ ନହେବାରୁ ଧାରଣା। ମାଲକାନଗିରିରେ ଅସ୍ଥାୟୀ ସ୍କୁଲରେ ରାତି କଟାଇଲେ ଜିଲ୍ଲା କଂଗ୍ରେସ କର୍ମୀ। ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଧାରଣା ଜାରି ରଖିବାକୁ କର୍ମୀମାନେ ଚେତାବନୀ ଦେଇଛନ୍ତି। ତାଙ୍କ ସହ ସାମିଲ୍ ହୋଇଛନ୍ତି ପିସିସି କାର୍ୟ୍ୟକାରୀ ସଭାପତି…

ବନ୍ଧୁତାରେ ଦେଲେ ବିଷ: ଉତ୍ତ୍ୟକ୍ତ ହୋଇ ଜଣେ ସାଙ୍ଗକୁ ମାରିଲେ ୩ ସାଙ୍ଗ

ବୌଦ୍ଧ: ମନୁଷ୍ୟ ଜୀବନରେ ବନ୍ଧୁତାର ଏକ ଭିନ୍ନ ସ୍ଥାନ ରହିଛି। କିନ୍ତୁ ବର୍ତ୍ତମାନ ଯୁଗରେ ଏଥିରେ ମଧ୍ୟ ବିଶ୍ବାସଘାତକତା କରିବାକୁ ପଛାଉ ନାହାନ୍ତି ଲୋକ। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମଳିକପଡ଼ାରେ ହତ୍ୟାକାଣ୍ଡ ଗତକାଲି ରାତିରେ ୪ ଜଣ ସାଙ୍ଗ ଏକାଠି ମିଶି ଭୋଜି…

କେନ୍ଦ୍ରାପଡ଼ା: ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା

କେନ୍ଦ୍ରାପଡ଼ା: ଧନିଆପଡ଼ା ଗାଁରେ ପୋଖରୀରେ ବୁଡ଼ି ଛାତ୍ରୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବଜ୍ରମହାକାଳୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନବାଳା ବେହେରା ନିଲମ୍ବିତ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରଧାନ…

ରାଜଧାନୀ ଯାତ୍ରୀ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ

ଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରରେ ଯାତ୍ରୀ ପରିବହନ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନର ସୂଚନା ମିଳିଛି। ରାଜଧାନୀ ରାଜରାସ୍ତାରୁ ଅଟୋକୁ ହଟାଯିବା ସହ ସିଟି ବସ ସେବାକୁ ସଂପ୍ରସାରିତ କରାଯିବ। ଆଗାମୀ ଦିନରେ ଭୁବନେଶ୍ୱରରେ ଚାଲିବ ୩୦୦ଟି ସିଟି ବସ୍। ଟ୍ରାଫିକ ବ୍ୟବସ୍ଥାକୁ…

ଜେସିବିକୁ ପଛରୁ ପିଟିଲା ସ୍କୁଲ୍ ଭ୍ୟାନ୍ : ୫ଜଣ ଛାତ୍ରଛାତ୍ରୀ ଆହତ

ସମ୍ବଲପୁର : ଡ୍ରାଇଭରର ଅସାବଧାନତାରୁ ଜେସିବିକୁ ପଛରୁ ପିଟିଲା ସ୍କୁଲ୍ ଭ୍ୟାନ୍। ଦୁର୍ଘଟଣାରେ ୫ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ଅମ୍ବିରାନଗରରେ ଡ୍ରାଇଭରର ଅସାବଧାନତାରୁ ଏହି…

କ୍ୟାମେରା ଆଖିରେ କଏଦ୍ ହେଲା ଲାଇଭ୍ ଚୋରୀ !

ଗଞ୍ଜାମ : ସିସିଟିଭି ସାମ୍ନାରେ ଲାଇଭ୍ ଲୁଟ୍। କ୍ୟାମେରା ଆଖିରେ କଏଦ୍ ହେଲା ଚୋରୀର ଦୃଶ୍ୟ। ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ରହ୍ମପୁର ବଡ଼ବଜାର ଅଶୋକ ପଟ୍ଟନାୟକଙ୍କ ସ୍ତ୍ରୀ ସ୍ମିତା ମଞ୍ଜରୀ…

ଅନୁଗୁଳ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ଘଟଣା : ବିହାରରୁ ଧରାପଡ଼ିଲେ ୨ ଡକାୟତ

ଅନୁଗୁଳ : ଅନୁଗୁଳ ଥାନା ହରିମଉରୀ ଛକ ନିକଟ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ଘଟଣାରେ ବିହାର ଗୟାରୁ ଗିରଫ ୨ ଡକାୟତଙ୍କୁ ଆଜି ଓଡ଼ିଶା ଅଣାଯିବ। ସେମାନଙ୍କୁ ରିମାଣ୍ଡରେ ଓଡ଼ିଶା ଆଣିବା ପାଇଁ ଅନୁଗୁଳ ପୋଲିସର ଏକ ଟିମ ଗୟା ଯାଇଛି। ଅଭିଯୁକ୍ତମାନେ ହେଲେ ଓମ୍ ପ୍ରକାଶ ବାରା ଓ ରାଜେଶ ଦାଶ।…

ଓଡ଼ିଶାରେ ପ୍ଲାଷ୍ଟିକ୍ ନିଷିଦ୍ଧ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି, ଜାତିସଂଘ ପରିବେଶ କାର୍ୟ୍ୟକ୍ରମର ମୁଖ୍ୟ ଏରିକ୍…

ଭୁବନେଶ୍ବର: ଓଡ଼ିଶାରେ ପ୍ଲାଷ୍ଟିକ୍ ନିଷିଦ୍ଧ ନିଷ୍ପତ୍ତିକୁ ସ୍ୱାଗତ କରିଛି ଜାତିସଂଘ। ଜାତିସଂଘ ପରିବେଶ କାର୍ୟ୍ୟକ୍ରମର ମୁଖ୍ୟ ଏରିକ୍ ସୋଲିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ଏଭଳି ପଦକ୍ଷେପକୁ ସ୍ୱାଗତ କରି ଟ୍ଵିଟ୍ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ…

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା !

ପୁରୀ : ଆଉ ଦୁଇ ଦିନ ରହିଲା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଆଜି ତ୍ରୟୋଦଶୀ ତିଥିରେ ରହିଛି ମହାପ୍ରଭୁଙ୍କ ଘଣାଲାଗି ଓ ଖଳି ବିଜେ ନୀତି। ୧୩ ତାରିଖରେ ନବଯୌବନ ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ମିଳିବ। ଏଥିପାଇଁ ଭକ୍ତ…

ମୌସୁମୀ ବାୟୁ ସକ୍ରିୟ: ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା ୧୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ଏକକ ନିର୍ବାଚନକୁ ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି ବିଜେଡି

ଭୁବନେଶ୍ବର : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଜି ଲ' କମିଶନଙ୍କ ନିକଟରେ ମତ ରଖିଛି ବିଜେଡି । ଏକକ ନିର୍ବାଚନକୁ ବିଜେଡି ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି । ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ଲ' କମିଶନଙ୍କୁ ଏହା ଜଣାଇଛନ୍ତି । ଏକସଙ୍ଗେ ନିର୍ବାଚନ ନେଇ ଲ' କମିଶନ…