ଆଜି ରାଜ୍ୟରେ ୩୦୬୭ କରୋନା ପଜିଟିଭ୍ ଚିହ୍ନଟ, ଗଲା ଆଉ ୧୫ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୦୬୭ କରୋନା ପଜିଟିଭ୍ ଚିହ୍ନଟ। କ୍ୱାରେଣ୍ଟାଇନ୍ରୁ ୧୮୦୯ ଓ ଲୋକାଲ କେସ୍ ରହିଛି ୧୨୫୮। ଖୋର୍ଦ୍ଧା ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ୫୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସଂକ୍ରମଣରେ ଗଞ୍ଜାମକୁ ଟପିଲା କଟକ । କଟକରୁ ୨୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୪୬, ଅନୁଗୁଳରୁ ୧୨୯ ଓ ମୟୁରଭଞ୍ଜରୁ ୧୪୩ ଆକ୍ରାନ୍ତ ରହିଛନ୍ତି। ଝାରସୁଗୁଡ଼ାରୁ ୯୬, କେନ୍ଦ୍ଦାରପଡ଼ାରୁ ୯୪, ଜଗତସିଂହପୁରରୁ ୮୪, ଢେଙ୍କାନାଳରୁ ୯୧ ଓ ସମ୍ବଲପୁରରୁ ୯୮ ଜଣ ପଜିଟିଭ୍ ରହିଛନ୍ତି।
Covid-19 Report For 28th September
New Positive Cases: 3067
In quarantine: 1809
Local contacts: 1258(Details of local contacts will be shared by concerned Dist Administration)
District Wise Cases
1. Angul: 129
2. Balasore: 146
3. Bargarh: 69
4. Bhadrak: 59
5. Balangir: 78— I & PR Department, Odisha (@IPR_Odisha) September 29, 2020
6. Boudh: 45
7. Cuttack: 230
8. Deogarh: 15
9. Dhenkanal: 91
10. Gajapati: 21
11. Ganjam: 34
12. Jagatsinghpur: 84
13. Jajpur: 60
14. Jharsuguda: 96
15. Kalahandi: 54
16. Kandhamal: 81
17. Kendrapada: 94
18. Keonjhar: 81
19. Khurda: 555
20. Koraput: 55
21. Malkangiri: 24— I & PR Department, Odisha (@IPR_Odisha) September 29, 2020
22. Mayurbhanj: 143
23. Nawarangpur: 58
24. Nayagarh: 68
25. Nuapada: 85
26. Puri: 178
27. Rayagada: 41
28. Sambalpur: 98
29. Sonepur: 22
30. Sundargarh: 62
31. State Pool: 211New Recoveries: 4014
Cumulative Tested: 3200852
Positive: 215676
Recovered: 177585
Active Cases: 37210— I & PR Department, Odisha (@IPR_Odisha) September 29, 2020
ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ । ଖୋର୍ଦ୍ଧା, କଟକ ଓ ବାଲେଶ୍ୱରରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀରୁ ଆଉ ୨ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ବଲାଙ୍ଗିର, ଝାରସୁଗୁଡ଼ା, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ୮୨୮କୁ ବୃଦ୍ଧି।