ଆଜି ରାଜ୍ଯରେ ସର୍ବାଧିକ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ୯୦୨ ଆକ୍ରାନ୍ତ, ଗଲା ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ୪୩୫୬ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୨୫୨୯ ଓ ଲୋକାଲ କେସ୍ ରହିଛି ୧୮୨୭। ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୯୦୨ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୪୦୯ ନୂଆ କେସ୍ ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫୨କୁ ବୃଦ୍ଧି ପାଇଛି । ୩୯ ହଜାର ୧୮୪ ଚିକିତ୍ସିତ ହେଉଛନ୍ତି ।
Covid-19 Report For 25th September
New Positive Cases: 4356
In quarantine: 2529
Local contacts: 1827(Details of local contacts will be shared by concerned Dist Administration)
District Wise Cases
1. Angul: 197
2. Balasore: 194
3. Bargarh: 106
4. Bhadrak: 124
5. Balangir: 76— I & PR Department, Odisha (@IPR_Odisha) September 26, 2020
6. Boudh: 49
7. Cuttack: 409
8. Deogarh: 14
9. Dhenkanal: 84
10. Gajapati: 20
11. Ganjam: 62
12. Jagatsinghpur: 171
13. Jajpur: 136
14. Jharsuguda: 120
15. Kalahandi: 71
16. Kandhamal: 91
17. Kendrapada: 119
18. Keonjhar: 55
19. Khurda: 902
20. Koraput: 82
21. Malkangiri: 28— I & PR Department, Odisha (@IPR_Odisha) September 26, 2020
22. Mayurbhanj: 153
23. Nawrangpur: 58
24. Nayagarh: 51
25. Nuapada: 173
26. Puri: 168
27. Rayagada: 121
28. Sambalpur: 81
29. Sonepur: 14
30. Sundargarh: 101
31. State Pool: 326New Recovery: 4388
Cumulative Tested: 3062717
Positive: 205452
Recovered: 165432
Active Case: 39184— I & PR Department, Odisha (@IPR_Odisha) September 26, 2020
ରାଜ୍ୟରେ ଆଉ ୧୬ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍। ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୭୮୩କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ କୋରାପୁଟରୁ ୩ ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭାଇରସ୍ । ବାଲେଶ୍ବରରୁ ୧, ବଲାଙ୍ଗିରରୁ ୧, କଟକରୁ ୧ , ଜଗତସିଂପୁରରୁ ୧, ଯାଜପୁରରୁ ୧, ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ ଭାଇରସ୍ କରୋନା ।