ଆଜି ରାଜ୍ଯରେ ୬୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୬୪ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ହଜାର ୦୫୬କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୩୫ହଜାର ୪୦୮। ଆକ୍ଟିଭ କେସ୍ ରହିଛି ୬୭୭।
Covid-19 Report For 11th March
New Positive Cases: 64
In quarantine: 37
Local contacts: 27(Details of local contacts will be shared by concerned Dist Administration)
District Wise Cases:
1. Angul: 2
2. Balasore: 1
3. Bargarh: 4
4. Balangir: 2
5. Cuttack: 7
6. Deogarh: 2— I & PR Department, Odisha (@IPR_Odisha) March 12, 2021
7. Dhenkanal: 1
8. Gajapati: 4
9. Ganjam: 1
10. Jajpur: 5
11. Jharsuguda: 2
12. Kalahandi: 3
13. Khurda: 7
14. Mayurbhanj: 8
15. Rayagada: 1— I & PR Department, Odisha (@IPR_Odisha) March 12, 2021
16. Sambalpur: 2
17. Sundargarh: 10
18. State Pool: 2New recoveries: 86
Cumulative tested: 8580019
Positive: 338056
Recovered: 335408
Active cases: 677— I & PR Department, Odisha (@IPR_Odisha) March 12, 2021
ଏହାସହିତ ଆଜି ଜଣଙ୍କର ଜୀବନ ନେଇଛି ମାରାତ୍ମକ ଭାଇରସ୍ । ଭୁବନେଶ୍ବରର ଜଣେ ୭୨ବର୍ଷର ମହିଳା କରୋନାରେ ମୃତ୍ୟୁବରଣ କରିଛନ୍ତି।