କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୭୧ ଜଣ, ଖୋର୍ଦ୍ଧାରୁ ୪୬ ଜଣ, ମୟୁରଭଞ୍ଜରୁ ୨୯ ଜଣ ଓ ଷ୍ଟେଟପୁଲରୁ ୮ ଜଣ ରୋଗୀ କରୋନାରୁ ଆରୋଗ୍ୟ ହୋଇଛନ୍ତି। ତେବେ ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୩୧୯୮୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି।
Another 392 Covid patients have recovered and are being discharged on 15.12.2020
71 from Sundargarh
46 from Khordha
36 from Anugul
29 from Mayurbhanj
27 from Kalahandi
25 from Cuttack
18 from Jharsuguda
18 from Puri
12 from Kendrapara
11 from Nuapada
11 from Sambalpur— H & FW Dept Odisha (@HFWOdisha) December 15, 2020
10 from Baleswar
9 from Bargarh
9 from Bhadrak
6 from Bolangir
6 from Jagatsinghpur
5 from Deogarh
5 from Jajapur
5 from Malkangiri
5 from Nayagarh
4 from Keonjhar
4 from Koraput
3 from Boudh
3 from Ganjam
2 from Dhenkanal
2 from Rayagada
1 from Nabarangpur
1 from Sonepur— H & FW Dept Odisha (@HFWOdisha) December 15, 2020