ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା 58,149

1-କରୋନା ପାଇଁ ସିଙ୍ଗାପୁରରେ ୧ମାସ ଲକଡାଉନ ଘୋଷଣା
2-ଚୀନ୍ ରେ ସିନେମା ଓ ଟିଭି ପାଇଁ ଶୁଟିଂ ଆରମ୍ଭ
3-ନେଦରଲାଣ୍ଡସରେ କରୋନା ମୃତ୍ୟୁ ସଂଖ୍ୟା 1487 ହେଲା
4-ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା 58,149
5-ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1,083,211
6-ଶୁକ୍ରବାର ଦିନ ଫ୍ରାନ୍ସରେ 588 ମୃତ
7-ଭାରତରେ ଉବେର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାଗଣାରେ ପରିବହନ ବ୍ୟବସ୍ଥା କରିବା । ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି ।
8-ଆନ୍ଧ୍ର ପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ । ପୁଅଠାରୁ ସଂକ୍ରମଣ ପରେ 55 ବର୍ଷ ବାପାର ମୃତ୍ୟୁ ।
9-ଆଜି 43ଟି ପୋଜେଟିଭ ସହ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା 278
10-ଇଟାଲିରୁ ଫେରିଥିବା 217 ଜଣ ଭାରତୀୟ ITBP କ୍ଵାରେନଟାଇନରେ ଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.