ଟ୍ରେନରେ ଆଇସୋଲେସନ ଓ୍ଵାର୍ଡ: ପୂର୍ବତଟ ରେଳପଥ ପକ୍ଷରୁ ୩ଟି ଟ୍ରେନରେ ୪୬ ବେଡ ବ୍ୟବସ୍ଥା, ଡାକ୍ତର ଓ ନର୍ସ ରହିବେ ନିୟୋଜିତ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ରେନରେ ହେବ ଆଇସୋଲେସନ ଓ୍ଵାର୍ଡ । ରେଳ ବିଭାଗ ପକ୍ଷରୁ ଭାରତରେ ୫ ହଜାର ବଗିରେ ହେବ ଆଇସୋଲେସନ ଗୃହ । ଏଥିରେ ୨୫୦୦ ଡାକ୍ତର ନିୟୋଜିତ ହେବେ । ୮୦ ହଜାର ଆଇସୋଲେସନ ବେଡର କରାଯିବ ବ୍ୟବସ୍ଥା । ସେହିପରି ପୂର୍ବତଟ ରେଳପଥ ତରଫରୁ ୨୬୧ ବେଡର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୩ଟି ଟ୍ରେନରେ ୪୬ଟି ବେଡ୍‌ର ବ୍ୟବସ୍ଥା କରାଯାଇଛି । ଡାକ୍ତର ଓ ନର୍ସ ନିୟୋଜିତ ରହିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.