Below header

ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’କୁ ଏପ୍ରିଲରୁ ଜୁନ ଯାଏ ହ୍ରାସ କିମ୍ବା ସ୍ଥଗିତ ରଖିବା ନେଇ ସହୃଦୟତାର ସହ ବିଚାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’କୁ ଏପ୍ରିଲରୁ ଜୁନ ଯାଏ ହ୍ରାସ କିମ୍ବା ସ୍ଥଗିତ ରଖିବା ନେଇ ସହୃଦୟତାର ସହ ବିଚାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସାରା ରାଜ୍ୟରେ ଏବେ କରୋନା ପାଇଁ ଲକଡାଉନ ଜାରି ରହିଥିବା ବେଳେ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଛି । ଏପରିସ୍ଥିତିରେ ଯଦି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ସ୍କୁଲ ଫିକୁ ହ୍ରାସ କିମ୍ବା ସ୍ଥଗିତ ରଖନ୍ତି ତେବେ ଅଭିଭାବକମାନେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ଏହା ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.