Below header
Browsing Tag

school fees

କରୋନା କାଳରେ ନେଇଥିବା ଫିସ୍‌ର ୧୫% ଅର୍ଥ ଫେରସ୍ତ କରିବେ ସ୍କୁଲ, ଉତ୍ତର ପ୍ରଦେଶ ସରକାର ଜାରି କଲେ ଆଦେଶ

ଉତ୍ତର ପ୍ରଦେଶର କୋଟି କୋଟି ଅଭିଭାବକଙ୍କ ପାଇଁ ବଡ଼ ଖୁସିର ଖବର। କାରଣ, ରାଜ୍ୟର ଯୋଗୀ ସରକାର କରୋନା କାଳରେ ସ୍କୁଲଗୁଡ଼ିକ ଆଦାୟ କରିଥିବା ଫିସ୍‌ର ୧୫ ପ୍ରତିଶତ ଅର୍ଥ ଫେରାଇବାକୁ କିମ୍ବା ତାହାକୁ ଆଗାମୀ ଫିସ୍‌ରେ ଆଡ୍‌ଜଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ସଚିବଙ୍କ…

ସ୍କୁଲ ଫି ଛାଡ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚିବା ପରେ ନିଷ୍ପତ୍ତି, ଗଣଶିକ୍ଷା ମନ୍ତ୍ରୀ କହିଲେ ରିପୋର୍ଟ…

ଭୁବନେଶ୍ବର: ସ୍କୁଲ ଫି ଛାଡ ମାମଲାରେ ସରକାର ନେବେ ଚୂଡାନ୍ତ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ଏମଓୟୁକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ହାଇକୋଟଙ୍କ ନିର୍ଦ୍ଦେଶ ପରେ ପ୍ରତିତ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି, ରିପୋର୍ଟ ମିଳିବା ପରେ ତର୍ଜମା…

କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ହେବ ଶୁଣାଣି

କଟକ: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ଓଡିଶା ହାଇକୋର୍ଟରେ ଆଜି ହେବ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି। ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ରଖିଛନ୍ତି ପ୍ରସ୍ତାବ। ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ…

ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’କୁ ଏପ୍ରିଲରୁ ଜୁନ…

ଭୁବନେଶ୍ବର : ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଛାତ୍ରଛାତ୍ରୀଙ୍କ ସ୍କୁଲ ଫି'କୁ ଏପ୍ରିଲରୁ ଜୁନ ଯାଏ ହ୍ରାସ କିମ୍ବା ସ୍ଥଗିତ ରଖିବା ନେଇ ସହୃଦୟତାର ସହ ବିଚାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସାରା ରାଜ୍ୟରେ ଏବେ କରୋନା ପାଇଁ…