କୋଭିସିଲ୍ଡ ଦ୍ୱିତୀୟ ଡୋଜ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଏଣିକି ୪୨ ଦିନ ନୁହେଁ ମିଳିବ ୮୪ ଦିନ ପରେ

ଭୁବନେଶ୍ବର : କୋଭିସିଲ୍ଡ ଦ୍ୱିତୀୟ ଡୋଜ ପାଇଁ ନୂଆ ଗାଇଡଲାଇନ। କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜର ସମୟସୀମାରେ ପରିବର୍ତ୍ତନ କରାଯାଇଛି। ଏଣିକି ୪୨ ଦିନ ନୁହେଁ ୮୪ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌।

ଆଜି ମଧ୍ୟରାତ୍ରିରୁ ଏହି ନୂଆ ନିୟମ ଲାଗୁ ହେବ। ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଅବଗତ କରାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନେ କୋ-ଓ୍ଵିନ୍‌ ଆପ୍‌ରେ ଦ୍ୱିତୀୟ ଡୋଜ ପାଇଁ ବୁକିଂ କରିଛନ୍ତି ତାହା ବାତିଲ ହେବନି। ସେମାନେ ଚାହିଁଲେ ୮୪ ଦିନ ପୂର୍ବରୁ ଟିକା ନେଇପାରିବେ। ତେବେ ସେମାନଙ୍କୁ ସାନି ସ୍ଲବ ବୁକିଂ ପାଇଁ ଅନୁରୋଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.