ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୬୨୯ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୬୨୯ ଆକ୍ରାନ୍ତ ଚିହ୍ନଟ । ସଂକ୍ରମଣ ହାର ରହିଛି ୫.୪୪ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡରୁ ୩୪୬ ଓ କଟକରୁ ୩୨୯ ନୂଆ କେସ୍ ଆସିଛି ।
Covid-19 Report For 2nd Feb
New Positive Cases: 3629
Of which 0-18 years: 515
In quarantine: 2115
Local contacts: 1514(Details of local contacts will be shared by concerned District)
1. Angul: 89
2. Balasore: 111
3. Bargarh: 71
4. Bhadrak: 45
5. Balangir: 91
6. Boudh: 80— I & PR Department, Odisha (@IPR_Odisha) February 3, 2022
୨୪ ଘଣ୍ଟାରେ ୬୬ ହଜାର ୭୦୨ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍ କେସ୍ ରହିଛି ୩୫ ହଜାର ୩୦୬ । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫ କୁ ବୃଦ୍ଧି ପାଇଛି ।