Below header

ଦିବ୍ୟଙ୍କା ତ୍ରିପାଠୀଙ୍କ ଓଢ଼ଣା ଟାଣି ଟାଣି ନେଲେ ଅମିତାଭ ବଚ୍ଚନ, ଭିଡିଓ ଦେଖି ଲୋକେ ଏମିତି ଦେଲେ ରିଆକସନ୍‌

ବଲିଉଡର ସେହନଶାହ ଅଭିତାଭ ବଚ୍ଚନ ଏବଂ ଟେଲିଭିଜନ ଜଗତର ସବୁଠାରୁ ପପୁଲାର କଳାକାର ଦିବ୍ୟଙ୍କା ତ୍ରିପାଠୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁହିଁଙ୍କୁ ଏକା ସାଥିରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଦୁହିଁଙ୍କର ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି।

ଏହି ଭିଡିଓରେ ଦେଖାଯାଉଛି ଯେ ଅମିତାଭ ବଚ୍ଚନ ଟିଭିର ଚର୍ଚ୍ଚିତ ଇସି ମା’ଙ୍କ ଓଢ଼ଣୀ ଟାଣି ଟାଣି ନେଉଛନ୍ତି। ଏହି ଭିଡିଓକୁ ଦେଖି ଫ୍ୟାନ୍ସ ବହୁତ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏହି ଭିଡିଓକୁ ଦିବ୍ୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଦିବ୍ୟଙ୍କା ତ୍ରିପାଠୀ, ଅମିତାଭ ବଚ୍ଚନଙ୍କ ସହିତ ଏହି ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ କ୍ୟାପସନର ଡିମାଣ୍ଡ କରିଛନ୍ତି। ଏହି ଭିଡିଓ ସେୟାର କରିବାର ଗୋଟେ ଘଣ୍ଟା ବି ହୋଇନାହିଁ ଏହାକୁ ଏକ ଲକ୍ଷ ୩୭ ହଜାର ରୁ ଅଧିକ ଥର ଦେଖିସାରିଲାଣି। ଭିଡିଓରେ ଅମିତାଭ କହୁଛନ୍ତି ଯିଏ ଭରଷା କରୁଛି ତା ଉପରେ ଭରଷା କର। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

 

View this post on Instagram

 

Found this student on my phone from culinary college of Bhopal. #ColddLassiAurChickenMasala #ChefNitya #Nitya

A post shared by Divyanka Tripathi Dahiya (@divyankatripathidahiya) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.