ଦିବ୍ୟାଙ୍କା ତ୍ରିପାଠୀଙ୍କ ଘରୁ ଆସିଲା ଡବଲ୍ ଖୁସି, ଫଟୋ ସେୟାର କରି କରନ-ଅର୍ଜୁନ ଆସିଲେ ବୋଲି କହିଲେ ବିବେକ
ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଘରକୁ ଆସିଲେ କୁନି ଅତିଥି । ବିବାହର ୧୦ ବର୍ଷ ପରେ ମା’ ହୋଇଛନ୍ତି ଦିବ୍ୟାଙ୍କା । ତେବେ ଜଣେ ନୁହେଁ ବରଂ ଦୁଇ ଜଣ କୁନି ଅତିଥି ତାଙ୍କ ଘରକୁ ଆସିଛନ୍ତି । ଦିବ୍ୟାଙ୍କା ଦୁଇଟି ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ୪୧ ବର୍ଷ ବୟସରେ…