Below header

ଦିବ୍ୟଙ୍କାଙ୍କ ଗୋଟିଏ ସେଲଫି ଭାଙ୍ଗିଲା ସୋସିଆଲ୍ ମିଡିଆର ସବୁ ରେକର୍ଡ, ହେଲେ କାହିଁକି ?

ଆଜିର ଦିନରେ ଚର୍ଚ୍ଚାରେ ଥିବା ଟିଭି ଶୋ ’ୟେ ହେ ମୋହବତେ’ରେ ନିଜର ଜଲୱା ଦେଖାଉଥିବା ଇସିତା ଭଲ୍ଲା ଓରଫ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ସୋସିଆଲ ମିଡିଆରେ ନିଜର ସେଲ୍ଫିକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଦିବ୍ୟଙ୍କା ଏକ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେହି ଫଟୋରେ ତାଙ୍କୁ ଏକ କୁକୁର ସହିତ ଦେଖିବାକୁ ମିଳିଥିଲା। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି।

ଏହା ସହ ପଢ଼ନ୍ତୁ : ସାହିଦ, ସୈଫଙ୍କ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପ୍ରେମରେ ପାଗଳ ଥିଲେ କରିନା, କରିବାକୁ ଚାହୁଁଥିଲେ ଡ଼େଟ୍

ଆପଣଙ୍କୁ ଜଣାଇବାକୁ ଚାହିଁବୁ ମାତ୍ର କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଥିବା ଏହି ଫଟୋକୁ ଏବେ ପର‌୍ୟ୍ୟନ୍ତ ୧ ଲକ୍ଷ ୨୮ ହଜାର ଲୋକ ଦେଖି ସାରିଲେଣି ଏବଂ ୩୨୪ ଲାଇକ୍ ମିଳିସାରିଲାଣି। ଏହି ବିଷୟରେ ଆପଣ ଅନୁମାନ କରିପାରୁଥିବେ ଯେ ସୋସିଆଲ ମିଡିଆରେ ଦିବ୍ୟଙ୍କା ତ୍ରିପାଠୀଙ୍କ ସେଲ୍ଫି କୁ ଲୋକ ମାନେ କେତେ ମାତ୍ରାରେ ପସନ୍ଦ କରୁଛନ୍ତି। ଆପଣଙ୍କ ଜଣାଇବାକୁ ଚାହିଁବୁ ଦିବ୍ୟଙ୍କା ନିଜେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ସେଲ୍ଫି ଫଟୋ ସେୟାର କରିଛନ୍ତି ଏବଂ ଫ;ଟୋ ସହିତ ଦିବ୍ୟଙ୍କା କ୍ୟାପସନରେ ଲେଖିଛନ୍ତି –  ‘New entry #Dumbbell… Factoid : he’s the same #MutthuSwami who was a part of #YehHaiMohabbateinonce as a pup!!! Excited to have our YHM baby back!’ ।

dibyanka1

 

ଏହି ଫଟୋକୁ ସେୟାର କରିବା ପୂର୍ବରୁ ଦିବ୍ୟଙ୍କା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଫ ସୋଲଡରର ଏକ କଳା ରଙ୍ଗର ଗାଉନ ପିନ୍ଧି ଏକ ଫଟୋ ପୋଷ୍ଟ କରିଥିଲେ ଯାହା ବହୁତ ସୁନ୍ଦର ଥିଲା ଏବଂ ସେହି ଫଟୋକୁ ତାଙ୍କ ପ୍ରଶଂସକ ମାନେ ଖୁବ୍ ପସନ୍ଦ କରିଥିଲେ। ଏହି ଡ୍ରେସ ସହିତ ଦିବ୍ୟଙ୍କା ଖୋଲା କେଶରେ ନଜର ଆସିଥିଲେ। ସେ ଏହି ଫଟୋକୁ ସେୟାର କରି କ୍ୟାପସନରେ ଲେଖିଥିଲେ – ‘At times the beauty doesn’t lie in the eyes of the beholder. It just lies on the bottom of a gown. Spot it, grab it, wear it and FEEL BEAUTIFUL’ । ଏହି ଶୋରେ ଦର୍ଶକ ଦିବ୍ୟଙ୍କାଙ୍କୁ ବହୁତ ପସନ୍ଦ କରୁଛନ୍ତି କିନ୍ତୁ ସେ ଜଲଦି ଏକ ୱେବ ସିରୀଜରେ ନଜର ଆସିବାକୁ ଯାଉଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.