ଯୋଗ ସହିତ କିସ୍ ଦେଉଥିବା ନଜର ଆସିଲେ ଅଲାନା ପାଣ୍ଡେ, ଦେଖନ୍ତୁ ଭିଡିଓ

ଏବେ ସୋସିଆଲ ମିଡିଆରେ ଅନନ୍ୟା ପାଣ୍ଡେଙ୍କ ଭଉଣୀ ଅଲାନା ପାଣ୍ଡେଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି। ଅଲାନାଙ୍କ ହଟ୍ ଅନ୍ଦାଜ୍ ଦେଖି ସୋସିଆଲ ମିଡିଆ ୟୁଜର୍ସ ଏକଦମ୍ ଫ୍ଲାଟ୍ ହୋଇଯାଇଛନ୍ତି। କିଛି ଦିନ ତଳେ ବୟଫ୍ରେଣ୍ଡଙ୍କ ସହିତ ତାଙ୍କର ଫଟୋ ଖୁବ୍ ଚର୍ଚ୍ଚା ସାଉଁଟିଥିଲା। ଯେଉଁଥିରେ ସେ ବାଥରୁମରେ ବୟଫ୍ରେଣ୍ଡଙ୍କୁ କିସ୍ କରୁଥିବାର ଫଟୋ ପୋଷ୍ଟ କରିଥିଲେ। ଏବେ କିନ୍ତୁ ତାଙ୍କର ଏକ ପୁରୁଣା ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଏକ୍ରୋ ଯୋଗ କରୁଥିବାର ଦେଖିବାକୁ ମିଳୁଛି। ଏହି ପୋଷ୍ଟକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଲାନା ପାଣ୍ଡେ ସୋସିଆଲ ମିଡିଆରେ ବହୁତ ପପୁଲାର।। ସେ ନିଜ ବୟଫ୍ରେଣ୍ଡଙ୍କ ସହିତ ପ୍ରାୟ ସମୟରେ ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି। ତେବେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଏମିତି ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଖାସ୍ ଅନ୍ଦାଜରେ ଯୋଗ କରୁଥିବା ସହ କିସ୍ କରୁଥିବା ଦେଖିବାକୁ ମିଳୁଛି।

ତେବେ ଅଲାନାଙ୍କ ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ଭିଡିଓରେ ତାଙ୍କର ଅନେକ ଫଲୋଅର୍ସ ଏଥିରେ କମେଣ୍ଟ ଦେଇଛନ୍ତି। ଜଣେ ଫଲୋଅର ତ ଲେଖିଛନ୍ତି, ‘ହେ ଭଗବାନ ତୁମ ବାପା ମାଆ ଏସବୁ ଦେଖୁଥିବେ, କିଛି ତ ଲାଜ ରଖ’।

 

View this post on Instagram

 

A post shared by Alanna Panday (@alannapanday)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.