ଡ୍ରଗ୍ସ ମାମଲାରେ ମୁହଁ ଖୋଲିଲେ ଅରବାଜ ଖାନ, ରଖିଲେ ଏଭଳି ପ୍ରତିକ୍ରିୟା

ଡ୍ରଗ୍ସ ମାମଲାରେ ମୁହଁ ଖୋଲିଲେ ବଲିଉଡ଼ ଆକ୍ଟର ତଥା ପ୍ରଡ୍ୟୁସର ଅରବାଜ ଖାନ। ନିକଟ ଅତୀତରେ ଏକ ଇଣ୍ଟରଭ୍ୟୁରେ ଅରବାଜ ଏସମ୍ପର୍କରେ ଖୋଲିଥିଲେ ରାଜ। ଏହି ଇଣ୍ଟରଭ୍ୟୁରେ ଅରବାଜ ସୁଶାନ୍ତ ସିଂଙ୍କୁ ନେଇ ଆରମ୍ଭ ହୋଇଥିବା ଡ୍ରଗ୍ସ ମାମଲା ସମ୍ପର୍କରେ ମୁହଁ ଖୋଲିଥିଲେ । ଏହାକୁ ନେଇ ସେ ଅନେକ କଥା ସାମ୍ନାକୁ ଆଣିଥିଲେ। ଏହା ସହ ବଲିଉଡ଼ର ନେପୋଟେଜିମ, ନାର୍କୋ ଟେସ୍କକୁ ନେଇ ଅନେକ କିଛି ଖବର ସମ୍ପର୍କରେ ଜଣା ପଡିଥିଲା।

ଡ୍ରଗ୍ସ ମାମଲାକୁ ନେଇ ଅନେକ କଳାକାର ଟ୍ରୋଲିଂର ସମ୍ମୁଖିନ ହୋଇଥିଲେ। ପ୍ରଫେସନାଲ ସହିତ ପର୍ସନାଲ ସ୍ତରରେ ମଧ୍ୟ ଭାଙ୍ଗି ପଡିଥିଲେ। । ମାନସିକ ସ୍ତରରେ ଆଘାତ ପାଇଥିବା ଏହି କଳାକାରଙ୍କ କ୍ୟାରିଅର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅରବାଜ ଖାନ ମୁମ୍ବାଇର ସିଭିଲ କୋର୍ଟରେ ମାନହାନୀ ମୁକଦ୍ଦମା ଦାୟର କରାଯାଇଥିଲା। ଏହାକୁ ନେଇ ଡ୍ରଗ୍ସ ମାମଲା ସାମ୍ନାକୁ ଆସିଥିଲା। ଅନେକ କଳାକାର ମାନେ ଏଥିପାଇଁ ଥାନାରେ ପସିଥିଲେ। ଏହାକୁ ନେଇ ଅରବାଜ ଏବଂ ତାଙ୍କ ପରିବାର ମଧ୍ୟ ଟ୍ରୋଲର୍ସ ଦ୍ୱାରା ଟ୍ରୋଲ ହୋଇଥିଲେ। ପରେସେ ମୁହଁ ଖୋଲିଥିଲେ। ଫସାଇବା ପାଇଁ ମିଛ କଥାର ପ୍ରଚାର କରୁଥିବାର ଅଭିଯୋଗ ଆଣିଥିଲେ। ଏହା ବ୍ୟତିତ ଅନ୍ୟ କଳାକାରଙ୍କ କ୍ୟାରିଅରକୁ ନେଇ ପରେ ଧିରେ ଧିରେ ପ୍ରଶ୍ପବାଚୀ ସୃଷ୍ଟି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.