କଂଗ୍ରେସ ବିଧାୟକ ଗିରଫ, ୮ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ସକାଳୁ ଉଠାଇନେଲା ପୋଲିସ
ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେରା ଗିରଫ । ପୋଲିସ କଂଗ୍ରେସ ବିଧାୟକଙ୍କୁ ଚଣ୍ଡୀଗଡ ସ୍ଥିତ ସେକ୍ଟର-୫ ବାସଭବନରୁ ଗିରଫ କରିଛି । ୨୦୧୫ର ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ (ଏନଡିପିଏସ) ଆକ୍ଟ ଆଧାରରେ ବିଧାୟକ ଗିରଫ ହୋଇଥିବା ସୂଚନା ମିଳିଛି ।…