Browsing Tag

drug case

କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କୁ ମିଳିଲା ଜାମିନ୍‌, ଡ୍ରଗ୍ସ ମାମଲାରେ ହୋଇଥିଲେ ଗିରଫ

କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କୁ ମିଳିଲା ଜାମିନ୍। ସୂଚନା ମୁତାବକ, ଗତ ଶନିବାର ଦିନ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢାଉ କରିବା ସମୟରେ ଡ୍ରଗ୍ସ ଜବତ କରିଥିଲେ । ଉଭୟଙ୍କୁ ଜେରା ପରେ ଭାରତୀ ଏବଂ ହର୍ଷ ଡ୍ରଗ୍ସ ଖାଉଥିବାର…

୭ ଘଣ୍ଟା ଧରି ଅର୍ଜୁନ ରାମପାଲଙ୍କୁ ଜେରା କଲା NCB, ଘରୁ ମିଳିଥିଲା ସନ୍ଦେହଜନକ ଔଷଧ

ଡ୍ରଗ୍ସ କନେକ୍ସନ ମାମଲାରେ NCB ପ୍ରତିଦିନ ବଲିଉଡ ସେଲିବ୍ରିଟିଙ୍କୁ ଜେରା କରୁଛି। ଗତ କିଛି ମାସ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ହସ୍ତୀ NCB ଅଫିସ ଯାଇ ସାରିଲେଣି। ଏବେ ଏହି ତାଲିକାରେ ଅର୍ଜୁନ ରାମପାଲ ବି ଯୋଡ଼ି ହୋଇଛନ୍ତି। ଶୁକ୍ରବାର ପ୍ରାୟ ୭ ଘଣ୍ଟା ଧରି ଅର୍ଜୁନଙ୍କୁ ଜେରା କରିଛି…

ବମ୍ବେ ହାଇକୋର୍ଟରୁ ରିୟାକୁ ମିଳିଲା ଜାମିନ, କିନ୍ତୁ ରହିଛି ଏହିସବୁ ସର୍ତ୍ତ

ବମ୍ବେ ହାଇକୋର୍ଟରୁ ରିୟାକୁ ମିଳିଲା ସର୍ତ୍ତମୂଳକ ଜାମିନ। ରିୟାଙ୍କ ଯାଚିକାରେ ଆଜି ହାଇକୋର୍ଟ ଶୁଣାଣି କରିବା ପରେ ଅଦାଲତ ତାଙ୍କୁ ଜାମିନ ଦେଇଛି। ୨୮ ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ଆଜି ରିୟାଙ୍କୁ ମିଳିଲା ଜାମିନ। ଏକ ଲକ୍ଷ ଟଙ୍କା ମୁଚାଲିକା ଓ ପାସପୋର୍ଟ ଦାଖଲ କରିବା ପରେ…

ବଢିଲା ମସ୍ତାନୀଙ୍କ ଅଡୁଆ: ସେହି ହ୍ଵାଟସ୍‌ଆପ୍‌ ଗ୍ରୁପର ଆଡମିନ ଥିଲେ ଦୀପିକା, ଯେଉଁଥିରେ ଲେଖାଥିଲା ‘ମାଲ୍‌ ହୈ କ୍ୟା’

ଡ୍ରଗ୍ସ ବିବାଦକୁ ନେଇ ଫସିଥିବା ଦୀପିକା ପାଦୁକୋନଙ୍କ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖବର ମୁତାବକ ଦୀପିକା ପାଦୁକୋନ ସେହି ହ୍ଵାଟସଆପ୍‌ ଗ୍ରୁପର ଆଡମିନ ଥିଲେ, ଯେଉଁଥିରେ ଡ୍ରଗ୍ସ ନେଇ କଥାବାର୍ତ୍ତା ଚାଲୁଥିଲା। ନିଜେ ଦୀପିକା ଏହି ଗ୍ରୁପରେ ୨୦୧୭ରେ ଡ୍ରଗ୍ସ ମାଗିଥିଲେ।…

ସାରାଙ୍କ ସହ ମିଶି ପ୍ରଥମଥର ପାଇଁ ଅଧିକ ଡ୍ରଗ୍ସ ନେଇଥିଲେ ସୁଶାନ୍ତ, ଏନସିବି ଆଗରେ ମାନିଲେ ରିୟା

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ବଡ଼ ବୟାନର ଖୁଲାସା ହୋଇଛି। ଗିରଫ ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ ପଚରାଉଚରା ବେଳେ ରିୟା ସୁଶାନ୍ତଙ୍କ ଘରୁ ବାହାରିବାର ପ୍ରକୃତ କାରଣ କହିଛନ୍ତି। ରିୟା…

କଙ୍ଗନାଙ୍କୁ ଫସାଇବାକୁ ଚାଲିଛି ପ୍ରସ୍ତୁତି, ଡ୍ରଗ୍ସ କେସ୍‌କୁ ନେଇ ଯାଞ୍ଚ କରିବ ମୁମ୍ବାଇ ପୋଲିସ

କଙ୍ଗନାଙ୍କ ପାଇଁ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ମହାରାଷ୍ଟ୍ର ସରକାର ନିକଟରେ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସକୁ ବେଆଇନ ନିର୍ମାଣ ହୋଇଛି ବୋଲି ଭାଙ୍ଗିଥିଲା। ଏହା ପରେ କଙ୍ଗନା ହାଇକୋର୍ଟରେ କେସ କରେ ଏହା ଉପରେ ରହିତାଦେଶ ଆଣିଥିଲେ। ଏବେ କଙ୍ଗନା ରଣାଓ୍ଵତଙ୍କ ବିପକ୍ଷରେ ଯାଞ୍ଚ ହେବ…