Below header

ଭାଇରାଲ ହେଲା ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଗାଧୋଇବା ବେଳର ଭିଡିଓ

ଜଣାଶୁଣା ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଏକ ବାଥ୍‌ ଟବ୍‌ରେ ଗାଧୋଉଥିବା ଦେଖିବାକୁ ମିଳୁଛି। ମୋନାଲିସା ଏହି ଭିଡିଓକୁ ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।

ଭୋଜପୁରୀର ଆକ୍ଟିଂ କୁଇନ୍‌ କୁହାଯାଉଥିବା ମୋନାଲିସା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିଥାଆନ୍ତି। କିଛିଦିନ ପୂର୍ବରୁ ସେ ନିଜର ଏକ ଭିଡିଓ ଶେୟାର କରିଥିଲେ, ଯାହାକି ଖୁବ୍‌ ଭାଇରାଲ ହୋଇଥିଲା। ଏହି ଭିଡିଓରେ ମୋନାଲିସା ପଞ୍ଜାବୀ ଗୀତ ପଟୋଲାରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ। ଭିଡିଓକୁ ଶେୟାର କରି ସେ ଲେଖିଥିଲେ, ‘ବାହାରିଲି ପଟୋଲା ହୋଇ’।

ଏହାସହ ପଢ଼ନ୍ତୁ: ସବୁ ସୀମା ପାର୍‌ କରିଦେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେ, ଶେୟାର କଲେ ନିଜର ଅଶ୍ଳୀଳ ଭିଡିଓ

ମୋନାଲିସା କରଓ୍ଵାଚୌଥ୍‌ରେ ନିଜ ସ୍ୱାମୀଙ୍କ ସହ କିଛି ଫଟୋ ଶେୟାର କରିଥିଲେ। ଏଥିରେ ସେ ବିକ୍ରାନ୍ତଙ୍କ ସହ ବସିଥିବାର ନଜର ଆସିଥିଲେ। ଏଥିରେ ମୋନାଲିସା ଲାଲ୍‌ ରଙ୍ଗରର ଏକ ସୁନ୍ଦର ସୁଟ୍‌ ପିନ୍ଧିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.