ଦେଖନ୍ତୁ ଲୋଭ ସମ୍ଭାଳି ନପାରି କଣ ଖାଆନ୍ତି ବଲିଉଡ୍ କଳାକାର

ଆମେ ପ୍ରାୟ ସମସ୍ତେ ଶୁଣିଥାନ୍ତି ଯେ ବଲିଉଡ୍ କଳାକାର ମାନେ ବହୁତ ହାଲୁକା ଭୋଜନ କରିଥାନ୍ତି। ସେମାନେ ଫାଷ୍ଟଫୁଡ,କେକ୍, ଚକୋଲେଟ କିମ୍ବା ଫ୍ୟାଟ ବଢ଼ାଉଥିବା ଖାଦ୍ୟ ଠାରୁ ଦୂରେଇ ରୁହିଥାନ୍ତି। ବଲିଉଡ୍ କଳାକାର ମାନେ ନିଜ ନିୟମ ଅନୁଯାୟୀ ନିଜର ଡାଇଟକୁ ନେବାକୁ ପଡିଥାଏ। କିନ୍ତୁ ଯେତେବେଳେ ତାଙ୍କୁ ସୁଯୋଗ ମିଳିଥାଏ ତେବେ ସେମାନେ ଅଏଲି ଫୁଡକୁ ଖାଇବାରେ ପଛଘୁଞ୍ଚା ଦିଅନ୍ତି ନାହିଁ। ସେମାନେ କେବଳ ଖାଆନ୍ତି ନାହିଁ ସୋସିଆଲ ମିଡିଆରେ ତାହାକୁ ସେୟାର ମଧ୍ୟ କରିଥାନ୍ତି। ତେବେ ସେହି ଫଟୋ ଗୁଡିକୁ ଆସନ୍ତୁ ଦେଖିବା।
ଏହି ଫଟୋରେ ସାରା ଅଲ୍ଲୀ ଖାନ୍ ନୁଡୁଲ୍ସ ଖାଉଥିବାର ଦେଖିବାକୁ ମିଳୁଛି।

janhabiଆଇସକ୍ରୀମ ଖାଉଛନ୍ତି ଜାହ୍ନବୀ କପୁର।

bani kapoorବର୍ଗରର ମଜା ନେଉଛନ୍ତି ବାଣୀ କପୁର।

akhaya kumarଦୋଷା ଖାଉଛନ୍ତି ଅକ୍ଷୟ କୁମାର।

zareen khanଜରୀନ ଖାନ।

jacklineଦେଖନ୍ତୁ କଣ ଖାଉଛନ୍ତି ଜ୍ୟାକଲିନ ଫର୍ଣ୍ଣଣ୍ଡିଜ୍ ଏବଂ ରେମୋ ଡିସୁଜା।

deepika padukoneକେକ୍ କୁ ଅତି ଖୁସିରେ ଖାଉଛନ୍ତି ଦୀପିକା ପାଦୁକୋନ।

silpa shettyଶିଳ୍ପା ଶେଟ୍ଟୀ।

sonam kapoor

ଏହା ସହ ପଢ଼ନ୍ତୁ : ମାତ୍ର ୧ ମିନିଟରେ ୫ଟି ଭିନ୍ନ ଚରିତ୍ରରେ ନଜର ଆସିଲେ ସଲମାନ : ରିଲିଜ ହେଲା ଭାରତର ଟିଜର

ଚକୋଲେଟ କେକ୍ ଖାଉଥିବାର ନଜର ଆସୁଛନ୍ତି ସୋନମ୍ କପୁର।

priti zintaପ୍ରୀତି ଜିଣ୍ଟା ଖାଉଛନ୍ତି ଦୋଷା।

ranbir kapoorରଣବୀର କପୁର କଣ ଖାଉଛନ୍ତ ଦେଖନ୍ତୁ।

diljeet dasonjaନୁଡୁଲ୍ସର ମଜା ନେଉଛନ୍ତି ଦିଲଜିତ ଦୋସାଂଜ।

kajolବନ୍ଧୁ ମାନଙ୍କ ସହିତ ଦେଖନ୍ତୁ କଣ ଖାଉଛନ୍ତି କାଜୋଲ।

arjun kapoorପିଜ୍ଜା ସହିତ ଅର୍ଜୁନ କପୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.