Below header

ଖୁବ୍‌ଶୀଘ୍ର ଆସିବ କେଜିଏଫ୍‌ ଚାପ୍ଟର- ୨ର ଫାଷ୍ଟ ଲୁକ୍‌, ଉତ୍ସାହିତ ଅଛନ୍ତି ଦର୍ଶକ

ଖୁବ୍‌ଶୀଘ୍ର ଆସିବ କେଜିଏଫ୍‌ ଚାପ୍ଟର- ୨ର ଫାଷ୍ଟ ଲୁକ୍‌ । କେଜିଏଫ୍‌ ପାର୍ଟ ୱାନ୍‌ ପରେ ଏବେ ପାର୍ଟ ଟୁ ପାଇଁ ଫ୍ୟାନ୍ସଙ୍କ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହାରି ଭିତରେ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ ଡେଟ୍‌ର ଟ୍ରେଣ୍ଡିଂ ଟ୍ଵିଟ୍‌ରରେ ଦେଖିବାକୁ ମିଳିଲାଣି । ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ଅଫିସିଆଲ୍‌ ଆନାଉସ୍‌ମେଣ୍ଟ କରିଛନ୍ତି । ଡିସେମ୍ବର ୨୧ ତାରିଖରେ ରିଲିଜ୍‌ ହେବ ଫିଲ୍ମର ଫାଷ୍ଟ ଲୁକ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.