Below header

ପଞ୍ଜାବୀ ଗୀତରେ ନାଚିଲେ ଐଶ୍ୱର୍ଯ୍ୟା, ଭାଇରାଲ ହେଉଛି ଭିଡ଼ିଓ

ଲକଡାଉନ କାରଣରୁ ସମସ୍ତେ ନିଜ ନିଜ ଘରେ ବନ୍ଦ ହୋଇରହିଛି। ଏଥିପାଇଁ ଲୋକମାନେ ଘରେ ରହି ନିଜ ପସନ୍ଦର କାମ କରିବା ସହ ପରିବାର ସଦସ୍ୟଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଖାଲି ସାଧାରଣ ଲୋକମାନେ ନୁହଁନ୍ତି ବଲିଉଡ ଷ୍ଟାର୍ସମାନେ ମଧ୍ୟ ନିଜ ଘର ଲୋକଙ୍କୁ କାମରେ ସାହାଯ୍ୟ କରୁଛନ୍ତି। ଏହାବ୍ୟତୀତ ଅନେକ ଷ୍ଟାର୍ସମାନେ ଟିକଟକରେ ମଧ୍ୟ ଆକ୍ଟିଭି ରହିବା ସହ ଭିଡ଼ିଓ କରି ଫ୍ୟାନ୍ସମାନଙ୍କ ସହ ସେୟାର କରୁଛନ୍ତି।

ସୂଚନା ମୁତାବକ ‘ବିଗବସ ୧୩’ ର ପୂର୍ବ ପ୍ରତିଯୋଗୀ ଏବଂ ପଞ୍ଜାବୀ ସିଙ୍ଗର ହିମାଂସୀ ଖୁରାନାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ସେ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି, ଯାହକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.