ରିଲିଜ ହେଲା ହାଉସଫୁଲ ଫୋରର ନୂଆ ଗୀତ ଛମୋ, ଦେଖନ୍ତୁ ଭିଡିଓ

ରିଲିଜ ହୋଇଛି ହାଉସଫୁଲ ଫୋରର ନୂଆ ଗୀତ ଛମୋ । ସୋହେଲ ସେନ୍ ମ୍ୟୁଜିକ ଦେଇଛନ୍ତି । ଗୀତଟିକୁ ଗାଇଛନ୍ତି ସୋହେଲ ସେନ୍ , ସୁଖବିନ୍ଦର ସିଂ,ଶ୍ରେୟା ଘୋଷଲ ଓ ସାଦବ୍ ଫରିଦି । ଲିରିକ୍ସ ଲେଖିଛନ୍ତି ସମୀର ଅନଜାନ୍ । ଏହା ଏକ କମେଡି ଫିଲ୍ମ। ପୂର୍ବଜନ୍ମ ଓ ପରଜନ୍ମର କାହାଣୀ ଦେଖିବାକୁ ମିଳିବ ଫିଲ୍ମରେ । ସାଜିଦ ନାଡିୟାଡଓ୍ଵାଲା ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଫରାଦ ଶାମଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.