ହୃଦଘାତରେ କଥକ ସରତାଜ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ

ମୁମ୍ବାଇ: ଆଉ ନାହାନ୍ତି କଥକ ସରତାଜ ବିରଜୁ ମହାରାଜ। ହୃଦଘାତରେ ୮୩ ବର୍ଷରେ ପଣ୍ଡିତ ବିରଜୁ ମହାରାଜଙ୍କ ମୃତ୍ୟୁ । ଭାରତ ସରକାର ପକ୍ଷରୁ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ଜଣେ କଥକ ନୃତ୍ୟ ଶିଳ୍ପୀ ହେବା ସହ ସେ ଜଣେ ଶାସ୍ତ୍ରିକ ଗାୟକ ।

ଦେବଦାସ, ଦେଢ ଇସ୍କିୟା, ଉମରାଓ ଜାନ, ବାଜିରାଓ ମସ୍ତାନୀ ପରି ଫିଲ୍ମରେ ସେ କୋରିଓଗ୍ରାଫି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.