ବେବୋଙ୍କ ମିଡନାଇଟ୍ ବାର୍ଥ ଡେ ବାସ୍, ଜାଣନ୍ତୁ କେମିତି ହୋଇଥିଲା ସେଲିବ୍ରେସନ୍

ଦିଲ୍ଲୀ : କରିନା କାପୁର, ତାଙ୍କ ନା ହିଁ କାଫି ତାଙ୍କୁ ଜାଣିବା ପାଇଁ । ସେ ହେଉଛନ୍ତି ତାଙ୍କ ପରିବାରର ରକଷ୍ଟାର । ଆଜି ହେଉଛି ତାଙ୍କର ଜନ୍ମ ଦିନ । ଆଜି ସେ ୩୮ ବର୍ଷରେ ପଦାର୍ପଣ କରିଛନ୍ତି । ଆପଣ ଦେଖୁଥିବା ଏହି ପାର୍ଟି ର ଫଟୋଟି ତାଙ୍କ ବାର୍ଥ ଡେ’ର ମିଡନାଇଟ୍ ସେଲିବ୍ରେସନ।

karinaକରିନାଙ୍କ ଭଉଣୀ କରିସ୍ମା କାପୁର ଆଉ ତାଙ୍କ ନଣନ୍ଦ ସୋହା ଅଲ୍ଲୀ ଖାନ୍ ମିଶି ତାଙ୍କର ଜନ୍ମଦିନର ଏହି ମଧ୍ଯ ରାତ୍ରର ପାର୍ଟିକୁ ଆରେଞ୍ଜ କରିଥିଲେ, ଯେଉଁଥିରେ କେବଳ ସେମାନଙ୍କର ପରିବାର ଲୋକେ ହିଁ ସାମିଲ ଥିଲେ । କରିନାଙ୍କ ସ୍ବାମୀ ସୈଫ୍ ଅଲ୍ଲୀ ଖାନ୍, ତାଙ୍କ ନଣନ୍ଦଙ୍କ ଅଭିନେତା ସ୍ବାମୀ କୁନାଲ କେମୁ, କରିନାଙ୍କ ବାପା,ମା,ରଣବୀର କାପୁରଙ୍କ ସହ ଅନ୍ଯ ପରିବାର ଲୋକେ ଉପସ୍ଥିଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.