ଏପଟେ ସନ୍ନି ବିଜେପିରେ ଯୋଗ ଦେଲେ, ସେପଟେ ଟୁଇଟରରେ ବନ୍ୟା କରିସାରିଲେଣି ମେମେ ସେନା

ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ସନ୍ନି ଦେଓଲ ।  ଗୁରୁଦାସପୁରପୁରରୁ ନିର୍ବାଚନ ଲଢିବେ ଅଭିନେତାରୁ ନେତା ପାଲଟିଥିବା ସନ୍ନି । ବିଜେପିରେ ସାମିଲ ହେବା ପରେ ସନ୍ନି ଦେଓଲ କହିଛନ୍ତି ମୋ ବାପା ଧର୍ମେନ୍ଦ୍ର ବିଜେପି ପରିବାର ଓ ଅଟଳ ବିହାରୀ ବାଜପେୟୀଙ୍କ ସହ ଯୋଡି ହୋଇଥିଲେ। ଏବେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ହୋଇ ରହିବାକୁ ଚାହେଁ ।

ଅନ୍ୟପଟେ ସନ୍ନି ବିଜେପିରେ ସାମିଲ୍ ହେବା ପରେ ଟୁଇଟରରେ ଦେଖିବାକୁ ମିଳିଛି ମଜାଦାର ପୋଷ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.