ଦୁବାଇରେ ପତିଙ୍କ ହନିମୁନର ମଜା ନେଉଛନ୍ତି ନେହା, ଭାଇରାଲ ହେଉଛି ଭିଡିଓ

ଲୋକପ୍ରିୟ ଗାୟିକା ନେହା କକକର ନିକଟରେ ରୋହନ ପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ନେହା ହନିମୁନ ପାଇଁ ଦୁବାଇ ଯାଇଥିବା ନେଇ ଜଣାଯାଇଛି ଆଉ ବର୍ତ୍ତମାନ ସମୟରେ ନେହା ନିଜ ହନିମୁନ ସମୟର କିଛି ଭିଡିଓ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଆଉ ଏହି ଭିଡିଓ ଗୁଡିକରେ ନେହା ଖୁବ ମସ୍ତି କରୁଥିବାର, ନିଜ ହନିମୁନକୁ ଭରପୁର ଉପଭୋଗ କରୁଥିବାର ନଜର ଆସିଛନ୍ତି ନିଜ ସ୍ୱାମୀ ରୋହନଙ୍କ ସହ ଏକ ଓପନ କାରରେ ଦୁବାଇ ସଡ଼କରେ ବୁଲୁଛନ୍ତି ନେହା ରୋହନ ଆଗ ସିଟରେ ବସିଥିବା ବେଳେ ପଛ ସିଟରେ ବସିଛନ୍ତି ରୋହନ ଆଉ ନେହାଙ୍କ ଏହି ଭିଡିଓଟିକୁ ଅନେକ ପସନ୍ଦ କରିଥିବା ବେଳେ ବହୁଳ ମାତ୍ରାରେ ଲାଇକ୍ସ ବି ମିଳିଛି

 

ଏହା ସହ ଅନେକ ସଂଖ୍ୟାରେ କମେଣ୍ଟ ବି ମିଳିଥିବା ଜଣାଯାଇଛି ଏହି ସମୟରେ ନେହା ଏକ ଫ୍ଲୋରାଲ ପ୍ରିଣ୍ଟ ଡ୍ରେସ ପିନ୍ଧିଥିବା ବେଳେ ଏହାକୁ ମ୍ୟାଚ କରି ରେଡ କଲରର ଲିପିସ୍ଟିକ ଲଗାଇଥିବା ନଜର ଆସିଛନ୍ତି ଯେବେକି ରୋହନ ଏକ କଳା ରଙ୍ଗର ଜ୍ୟାକେଟ ସହ ଲାଲ ପଗଡି ପିନ୍ଧିଥିବା ନଜର ଆସିଛନ୍ତି କହିରଖିବା ଉଚିତ ହେବକି ଗତ ଅକ୍ଟୋବର 24 ତାରିଖରେ ନେହା ଓ ରୋହନଙ୍କ ବିବାହ ଦିଲ୍ଲୀର ଏକ ଗୁରୁଦ୍ୱାରରେ ଅନୁଷ୍ଠିତ ହୋଇଥିଲା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.